
ମୋଦିଙ୍କୁ ସୋନିଆଙ୍କ ଚିଠି, କେଉଁ ଦାବି ଦଳର ହୃତ ଗୌରବ ଫେରାଇ ଆଣିପାରେ…ଜାଣନ୍ତୁ
ନୂଆଦିଲ୍ଲୀ : ପ୍ରିୟ ପ୍ରଧାନମନ୍ତ୍ରୀ I ସଂସଦର ଆସନ୍ତା ସ୍ୱତନ୍ତ୍ର ଅଧିବେଶନରେ କଣ କାର୍ଯ୍ୟସୂଚୀ ରହିଛି । ସେ ନେଇ ସମସ୍ତଙ୍କୁ ଅବଗତ କରାନ୍ତୁ । ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଥିବାରୁ ଅନ୍ୟ କେତେକ ଗୁରୁତ୍ଵପୂର୍ଣ ପ୍ରସଙ୍ଗରେ ଆଲୋଚନା କରିବା ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାମର୍ଶ ଦେଇଛନ୍ତି। ଏନେଇ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଚିଠିରେ ଏକାଧିକ ସାମାଜିକ ଏବଂ ଆର୍ଥିକ…