ଏଲଆଇସିର ଜବରଦସ୍ତ ପ୍ଲାନ , ଦିନକୁ ମାତ୍ର ୫୫ ଟଙ୍କା ସଂଚୟ କରି ପାଆନ୍ତୁ ୪୮ ହଜାର ଟଙ୍କାର ଲାଭ …

ଜୀବନ ବୀମା କିଣିବା ପାଇଁ ଦେଶରେ ବହୁ ସଂଖ୍ୟକ ଲୋକ ସରକାରୀ କମ୍ପାନୀ ଏଲଆଇସି ଅର୍ଥାତ ଜୀବନ ବୀମା ନିଗମ ଉପରେ ନିର୍ଭର କରିଥାନ୍ତି । ଏଲଆଇସିରେ ଏମିତି ଅନେକ ପ୍ଲାନ ରହିଛି ଯାହା ନିବେଶକମାନଙ୍କୁ ବୀମା ର ଲାଭ ଦେବା ସହ ଭଲ ରିଟର୍ଣ୍ଣ ମଧ୍ୟ ଦେଇଥାଏ । ଏଭଳି ଏକ ପ୍ଲାନ ହେଉଛି ଏଲଆଇସିର ଜୀବନ ଉମଙ୍ଗ, ଯାହା ନିବେଶକମାନଙ୍କୁ ସାରା ଜୀବନ ଉପକୃତ କରିବା ସହ ପରିପକ୍ୱତା ଉପରେ ମଧ୍ୟ ଲାଭ ଦେଇଥାଏ…

Read More