୫୦ ଟଙ୍କା ବଢିଲା ଘରୋଇ ଗ୍ୟାସ, ଏବେ ଚିନ୍ତାରେ ଖାଉଟି

ନୂଆଦିଲ୍ଲୀ:  ଘରୋଇ ଏଳପିଜି ସିଲିଣ୍ଡରର ବଢିଲା ଦର । ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି। ଘରୋଇ ୧୪ କେଜି ସିଲିଣ୍ଡର ଗ୍ୟାସ ଉପରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଉଜ୍ଜ୍ବଳା ଯୋଜନାରେ ମିଳୁଥିବା ଗ୍ୟାସ୍ ସିଲିଣ୍ଡରର ମଧ୍ୟ ବଢିଲା ଦର। ମୂଲ୍ୟ ବୃଦ୍ଧି ପରେ ଏବେ ଓଡ଼ିଶାରେ ୮୭୯ ଟଙ୍କା ଦେଇ ୧୪ କେଜି ଏଲପିଜି ଗ୍ୟାସ୍ ସିଲିଣ୍ଡର କିଣିବାକୁ ପଡ଼ିବ । ପୂର୍ବରୁ ଏହାର ଦାମ ଥିଲା ୮୨୯ ଟଙ୍କା।…

Read More

ମାସ ଆରମ୍ଭରୁ ବଢିଲା ଗ୍ୟାସ ଦର

ନୂଆଦିଲ୍ଲୀ : ପ୍ରତି ମାସ ପହିଲାରୁ ଦର ଦାମରେ ପରିବର୍ତ୍ତନ ଦେଖାଦେଇଥାଏ । ସେହିପରି ନଭେମ୍ବର ମାସର ଆରମ୍ଭରୁ ବଢିଛି ଗ୍ୟାସ ସିଲିଣ୍ଡର ଦର। ୧୯ କିଲୋ ଏଲପିଜି ସିଲିଣ୍ଡର ଦାମ୍‌ରେ ୬୨ ଟଙ୍କା ବୃଦ୍ଧି କରାଯାଇଛି । ୧୯ କେଜି ବ୍ୟବସାୟିକ ଏଲପିଜି ସିଲିଣ୍ଡରରେ ୬୨ ଟଙ୍କା ବୃଦ୍ଧି କରାଯାଇଛି। ଏବଂ ୫ କେଜି ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି ହୋଇଛି। ଅନ୍ୟପଟେ ଘରୋଇ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।ଦିଲ୍ଲୀରେ…

Read More