ଦୁଇ ଖଣ୍ଡ ଟମାଟୋ ଦୁଇ ଭାଗ କରିଦେଲା ସଞ୍ଜୀବଙ୍କ ସଂସାର, ତିନି ଦିନ ହେଲା ସ୍ତ୍ରୀଙ୍କୁ ଖୋଜୁଛନ୍ତି
ଭୋପାଳ: ମନାନ୍ତର, ପରକୀୟା ପ୍ରୀତି ଏବଂ ଯୌତୁକ କାରଣରୁ ସ୍ତ୍ରୀ-ସ୍ୱାମୀଙ୍କୁ ଛାଡିଯିବା ସମସ୍ତେ ଜାଣିଥିବେ। ହେଲେ ମାତ୍ର ଦୁଇଟା ପରିବା ପାଇଁ ସୁନାର ସଂସାର ଭାଙ୍ଗିଯିବ, ସେ କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି। ବର୍ତ୍ତମାନ ପରିବା ଦରରେ ହାତ ମାରି ହେଉ ନାହିଁ। ସାଧାରଣ ଖାଉଟି ଟିଏ ପରିବା କିଣିଲେ ଶହେଥର ଭାବୁଛି। ଦିନ ଥିଲା ଟମାଟୋ ଟ୍ରକ ଟ୍ରକ ଫୋପଡା ହେଉଥିଲା। ମାତ୍ର ଆଜି ଟମୋଟୋର ଭାଉ କେତେ। ମାତ୍ର ଟଙ୍କେ-ଦିଟଙ୍କାରେ ବିକ୍ରି ହେଉଥିବା ଟମାଟୋ…