ଅନୁଗୋଳ ବିଜେଡି ଟିକେଟ୍ ନେଇ ନିଶ୍ଚିତ ନୁହଁନ୍ତି  ଉପ-ବାଚସ୍ପତି ରଜନୀକାନ୍ତ ସିଂ , ସାରା ସହରରେ ଗୋଟିଏ ଚର୍ଚ୍ଚା … ଏଥର କିଏ… ମଣ୍ଟୁ ,ମୁନା ନା ମହେଶ ???

ଭୁବନେଶ୍ୱର :  ବିଜେଡ଼ି ଆରମ୍ଭ ହେବା ଦିନ ଠାରୁ ଅନୁଗୋଳ ବିଧାନସଭା କ୍ଷେତ୍ରଟି ଶାସକ ଦଳର ଗଡ଼ ହୋଇ ରହିଛି। ବିଜେଡିର ଗଡ଼ ଅପେକ୍ଷା ଏହା ସ୍ଥାନୀୟ ସିଂହ ପରିବାରର ହସ୍ତ ମୁଦି ମାହାଲା ବୋଲି କୁହାଯାଇପାରେ । ୨୦୦୦ ମସିହାରୁ ଆଜି ଯାଏ ଅନୁଷ୍ଠିତ ପାଞ୍ଚଟି ବିଧାନସଭା ନିର୍ବାଚନରେ ବିଜେଡ଼ି ବାଜିମାତ କରିଛି । ୨୦୦୦ ମସିହାରେ ଅଦୈତ୍ୟ ପ୍ରସାଦ ସିଂହ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ । ଏହା ପୂର୍ବରୁ…

Read More