Bihar Election 2025 : ଅଲିନଗରର ସାମାଜିକ ସମୀକରଣ ଓ ବିଜେପିର ମୈଥିଲି ଠାକୁର 

ପାଟନା : (ଅବିନାଶ ମହାପାତ୍ର)-ଆର ମାସରେ ବିହାରର ବିଧାନସଭା ନିର୍ବାଚନ। ସେହିକ୍ରମରେ ଆଜି ବିଜେପି ରାଜ୍ୟରେ ତାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୧୨ ଜଣିଆ ତାଲିକାରେ ମୈଥିଲି ଠାକୁରଙ୍କ ନାଁକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା।  ପ୍ରସିଦ୍ଧ ଲୋକଗାୟିକାଙ୍କୁ ଯୁବ ସମାଜର ପ୍ରତିନିଧି ଭାବେ ମିଥିଳାଞ୍ଚଳରୁ ପ୍ରାର୍ଥୀ କରାଯାଇଛି। ମୈଥିଲୀ ଠାକୁରଙ୍କୁ ଦର୍ଭଙ୍ଗା ଜିଲ୍ଲାର ଅଲିନଗର ବିଧାନସଭା କ୍ଷେତ୍ରରୁ ପ୍ରତ୍ୟାଶୀ କରାଯିବା ପରେ ଏଠାକାର ଭୋଟର ଓ ସାଂପ୍ରତିକ ସ୍ଥିତିକୁ ନେଇ ବେଶ୍…

Read More