ଓଡ଼ିଶା ସରକାରଙ୍କ ମହମ୍ମଦ ବିଲ୍ ତୋଗଲକ କିଏ ? ରାଜ୍ୟ ଅମଲା ମୁଖିଆଙ୍କୁ ଦେଲେ ଦିଲ୍ଲୀରେ ଅତିରିକ୍ତ ନିଯୁକ୍ତି…

ଭୁବନେଶ୍ୱର : ଆଇଏଏସ୍ ଅଧିକାରୀ ମନୋଜ ଆହୁଜା ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟ ପ୍ରଶାସନ ତଥା ଅମଲାଙ୍କ ସେ ମୁଖିଆ। ତାଙ୍କ ପଦର ଗାରିମା ରକ୍ଷା କରିବା ସରକାରଙ୍କ କାମ। ହେଲେ ସେଥିରେ ଏକ ଖରାପ ପରମ୍ପରା ଯୋଡି ହୋଇଯାଇଛି। ନିକଟରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଥିରେ ତାଙ୍କୁ ଅତିରିକ୍ତ ଭାବେ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ମୁଖ୍ୟ ଆବାସିକ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ମୁଖ୍ୟ ଶାସନ ସଚିବ…

Read More

ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କଲେ ମନୋଜ ଆହୁଜା

ଭୁବନେଶ୍ୱର: ମନୋଜ ଆହୁଜା ରବିବାର ଅପରାହ୍ଣରେ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ପୂର୍ବତନ ମୁଖ୍ୟ ଶାସନ ସଚିବ  ପ୍ରଦୀପ କୁମାର ଜେନା ଆଜି ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଆଜି ଅବସର ଗ୍ରହଣ କରିଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ଜେନାଙ୍କ ଠାରୁ ନୂତନ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଦାୟିତ୍ୱ ଗ୍ରହଣ କରିଛନ୍ତି ।    ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମନୋଜ ଆହୁଜା ଓଡ଼ିଶାରେ…

Read More