
ମାର୍କ ଜୁକରବର୍ଗ ହେଲେ ଦୁନିଆର ଦ୍ୱିତୀୟ ଧନୀ, ଜାଣନ୍ତୁ କାହାକୁ ପକାଇଲେ ପଛରେ
ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତିରେ ଚଳିତ ବର୍ଷ ବହୁତ ବୃଦ୍ଧି ପାଇଛି। ନିକଟରେ ସେ ପ୍ରଥମ ଥର ପାଇଁ ୨୦୦ ବିଲିୟନ ଡଲାରର ନେଟ୍ ମାର୍କ ଅତିକ୍ରମ କରିଥିଲେ। ବର୍ତ୍ତମାନ ସେ ଆଉ ଏକ ରେକର୍ଡ ସୃଷ୍ଟି କରି ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତିଙ୍କ ଆଖ୍ୟା ହାସଲ କରିଛନ୍ତି। ତାଙ୍କର ନିଟ୍ ମୂଲ୍ୟ ୨୦୬.୨ ବିଲିୟନ ଡ଼ଲାରରେ ପହଞ୍ଚିଛି। ସେ ଜେଫ୍ ବେଜୋସଙ୍କୁ ପଛରେ ଛାଡି ଏହି ପଦବୀ ହାସଲ କରିଛନ୍ତି। ବର୍ତ୍ତମାନ କେବଳ ଟେସଲା…