ବିବାହର ଅର୍ଥ ନୀରବ ସମ୍ମତି ନୁହେଁ
ଭୁବନେଶ୍ୱର :(ଡା ଇପ୍ସିତା ପ୍ରଧାନ )- ୨୦୧୭ର ଗୋଟିଏ ଶୀତୁଆ ସକାଳ, ଛତିଶଗଡ଼ର ଏକ ହସ୍ପିଟାଲ ବେଡ୍ରେ ଜଣେ ମହିଳା ମୃତ୍ୟୁଶଯ୍ୟାରେ ଥାଇ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ତାଙ୍କ ସହ ହୋଇଥିବା ଧର୍ଷଣ ଏବଂ ଅପରାଧୀକୁ ନେଇ ନିଜର ବୟାନ ରେକର୍ଡ କରିଥିଲେ। ବୟାନ ଅନୁସାରେ ତାଙ୍କ ସହ ଏପରି ବର୍ବର କାଣ୍ଡ ଘଟାଇଥିବା ଅପରାଧୀ ଆଉ କେହି ନୁହେଁ ବରଂ ତାଙ୍କ ସ୍ବାମୀ ହିଁ ଥିଲେ – ଜୋରଜବରଦସ୍ତ ଗୋଟିଏ ଅପ୍ରାକୃତିକ ଯୌନକ୍ରିୟା ଦ୍ବାରା ତାଙ୍କ ଶରୀର…
