
ଦେଶରେ ବଢିବାରେ ଲାଗିଛି କୋରନା ସଂକ୍ରମଣ , ସେପଟେ କର୍ଣ୍ଣାଟକରେ ଫେରିଲା ମାସ୍କ …
କୋରନାର ଆଉ ଏକ ପ୍ରଜାତି ଜେଏନ-୧ ଭୟ ସୃଷ୍ଟି କଲାଣି । ତେବେ ଏହି ଭୂତାଣୁ ଭାରତରେ ଦେଖାଦେଇଥିବା ସୂଚନା ମିଳିଛି । ଆଗକୁ ନୂଆବର୍ଷ ଆସୁଥିବାରୁ ଗୋଷ୍ଠି ସଂକ୍ରମଣର ଆଶଙ୍କା କରାଯାଉଛି । ତେବେ ଏହାକୁ ନଜରରେ ରଖି ସବୁ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର । ଇନଫ୍ଲୁଏଞ୍ଜା ଭଳି ରୋଗ ଉପରେ ନଜର ରଖି ଏହାର ରିପୋର୍ଟ ହସ୍ତାନ୍ତର କରିବାକୁ ରାଜ୍ୟ ଗୁଡ଼ିକୁ କୁହାଯାଇଛି । ସେହିପରି ଅନ୍ୟପକ୍ଷରେ…