ଜେଲ ଯିବାଠୁ ଅଧିକ ଘୃଣ୍ୟ ଥିଲା ମୁଖ୍ୟ ଗଣମାଧ୍ୟମ ଗୁଡିକର ଭୂମିକା…

ନୂଆଦିଲ୍ଲୀ : (ରଙ୍ଗା ଚରଣ ପ୍ରଧାନ)- ଆପତ୍ତି ନାହିଁ ଯେ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲ୍ ପଠା ଯାଇଥିଲା । କାରଣ ରାୟ ପ୍ରକାଶ ପରେ ଦୋଷୀ ପ୍ରମାଣିତ ହୋଇ ସେ ଜେଲ୍ ଯାଇ ନଥିଲେ । ଆପତ୍ତି ନାହିଁ ଯେ ଉଭୟ ବିଜେପି ଓ କଂଗ୍ରେସ ତାଙ୍କୁ ଭ୍ରଷ୍ଟାଚାରୀ କହିଥିଲେ । କାରଣ ସେମାନେ ବିରୋଧୀ । ସେମାନେ ଏପରି କରିବେ । କିନ୍ତୁ ମୋର ଆପତ୍ତି ହେଉଛି ସେ ସମୟର ଗଣମାଧ୍ୟମର ବ୍ୟବହାରକୁ ନେଇ ।…

Read More

ଆପଣ ମାନେ ବହୁତ ବୋକା ହେଲେଣି, ଏବେ ତ ବୁଝନ୍ତୁ….

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ )-ଏମିତି ନୁହେଁ ଯେ ମନମୋହନ ସିଂହ ପୁରାପୁରି ଜଣେ ମହାନ୍ ପ୍ରଧାନମନ୍ତ୍ରୀ ଥିଲେ ଓ ତାଙ୍କ ଶାସନ ସମୟରେ କିଛି ଖରାପ ନଥିଲା। ସେ ସମୟରେ ତାଙ୍କ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ହୋଇଥିଲା ଓ ମିଡ଼ିଆ ସେ ଆନ୍ଦୋଳନକୁ ସମର୍ଥନ କରିଥିଲା। ଏହା କ଼ଂଗ୍ରେସ କିମ୍ବା ମନମୋହନ ସିଂହଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ନଥିଲା। ଏହା ସ୍ବାଭାବିକ ଥିଲା। ଏମିତି ନୁହେଁ ଯେ ଭାରତରେ ଆଗରୁ କେବେ ଆନ୍ଦୋଳନ ହୋଇ ନଥିଲା ଓ…

Read More