ମମତା ମହାନ୍ତଙ୍କ ଇସ୍ତଫା ଓ କୁଡୁମୀ ଆଦିବାସୀ ମାନ୍ୟତା ରାଜନୀତି

ଭୁବନେଶ୍ୱର : ବିଜେଡିରୁ ରାଜ୍ୟସଭା ଯାଇଥିବା ମମତା ମହାନ୍ତ ଗତକାଲି ନିଜ ପଦ ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏହାକୁ ରାଜନୈତିକ ଭାବେ ଅନେକ ବିଶ୍ଳେଷଣ କରିଛନ୍ତି। ମାତ୍ର ମମତା ଆସୁଥିବା କୁଡୁମୀ ବର୍ଗର ଆକାଂକ୍ଷା ଓ ଆଗାମୀ ଦିନର ରାଜନୀତିକୁ ନେଇ ବୁଦ୍ଧିଜୀବୀ ବିଜୟ ସାହୁଙ୍କ ଏକ ଆଲେଖ୍ୟ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରାଯାଇଛି। ଶ୍ରୀ ସାହୁ ଉଲ୍ଲେଖ କରିଛନ୍ତି ଯେ,  ମଣିପୁରରେ ଯେମିତି ଜାତିଗତ ବିଦ୍ୱେଷ ସଙ୍କଟ ସେମିତି…

Read More

କଳାହାଣ୍ଡି-ମୟୁରଭଞ୍ଜ ଜିଲ୍ଲା ପାଇଁ ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଓ ମୟୁରଭଞ୍ଜ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି। ପ୍ରକଳ୍ପ ଦୁଇଟି ହେଉଛି –  କଳାହାଣ୍ଡି ଜିଲ୍ଲା ମୁରଲିଜୋର ଉପରେ ମୁରଲିଝର ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଏବଂ ମୟୁରଭଞ୍ଜ ଗଙ୍ଗାହର ନଦୀ ଉପରେ ଦାମୋଦରପୁର ନଦୀଗର୍ଭ ଜଳାଶୟ ପ୍ରକଳ୍ପ। ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ସମୁଦାୟ ୮୬.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ କଳାହାଣ୍ଡି ମୁରଲୀଝର…

Read More

ଦଶମ ଦିନରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ..ମୟୂରଭଞ୍ଜ, ସମ୍ବଲପୁର ଓ ମାଲକାନଗିରିର ପ୍ରତି ପଞ୍ଚାୟତ ସାମିଲ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି।   ଏହି କାର୍ଯ୍ୟକ୍ରମର ଫୋକସ୍‌ ରହିଛି ପ୍ରତିଟି  ପଞ୍ଚାୟତ ଓ   ପ୍ରତି ଗାଁ ।  ଆଜି  ରାଜଧାନୀ ଭୁବନେଶ୍ୱରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ୧୦ମ ଦିନରେ ମୟୁରଭଞ୍ଜ, ସମ୍ବଲପୁର ଓ ମାଲକାନଗିରି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।   ଏଥିପାଇଁ…

Read More