ହଂକଙ୍କ୍ ଓ ସିଙ୍ଗାପୁର ପରେ ଏବେ MDH ମସଲା ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା …
ଚିନ୍ତା ବଢାଉଛନ୍ତି ଭାରତୀୟ ମସଲା କମ୍ପାନି। ଏଭରେଷ୍ଟ୍ ପରେ ଏବେ ବହୁ ପୁରୁଣା ମସଲା କମ୍ପାନି ଏମ୍ଡିଏଚ୍ ଦିନକୁ ଦିନ ଅଧିକ ଚିନ୍ତା ବୃଦ୍ଧି କରିବାରେ ଲାଗିଛି। ହଂକଙ୍କ୍ ଓ ସିଙ୍ଗାପୁର ପରେ ଏବେ ଆମେରିକାରେ ମଧ୍ୟ ଏହି ମସଲା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆମେରିକାର ନିୟାମକ ତଥ୍ୟର ରଏଟର୍ସ ବିଶ୍ଳେଷଣ ଅନୁଯାୟୀ, ଲୋକପ୍ରିୟ ଭାରତୀୟ ମସଲା ବ୍ରାଣ୍ଡ MDH ଉପରେ ଯାଞ୍ଚ ଚାଲିଛି | ଏହି ମସଲାରେ ହାରାହାରି ୧୪.୫% ଜୀବାଣୁ ରହିଛନ୍ତି ବୋଲି କହିଛି…