ମୁଖ୍ୟଧାରା ଗଣମାଧ୍ୟମ ଦିନକୁ ଦିନ କ୍ଷତି କାରକ ହେଉଛି

ଭୁବନେଶ୍ୱର : (ରଙ୍ଗା ଚରଣ ପ୍ରଧାନ)- କିଛି ବନ୍ଧୁ କୁହନ୍ତି ମୁଁ ସମଗ୍ର ଦେଶର ମିଡିଆକୁ ସମାଲୋଚନା କରିବା ଅପେକ୍ଷା ଓଡ଼ିଶା ମିଡ଼ିଆକୁ ବେଶ ସମାଲୋଚନା କରୁଛି । ସେ ମାନେ ଭାବନ୍ତି ଜାତୀୟ ମିଡ଼ିଆ ଯେତେ ଖରାପ ହୋଇଛି, ଓଡ଼ିଶା ମିଡ଼ିଆ ସେ ଅବସ୍ଥାକୁ ଆସିନାହିଁ । ମୁଁ ଏଥିରେ ସହମତ ନୁହେଁ । ଅବଶ୍ୟ ଜାତୀୟ ମିଡ଼ିଆ ଭଳି ଓଡ଼ିଶାରେ କାଁ ଭାଁ କୌଣସି ମିଡ଼ିଆ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଛନ୍ତି । କିନ୍ତୁ…

Read More

ଗଣମାଧ୍ୟମ; ସେବା ନା ବେପାର?

ଭୁବନେଶ୍ୱର : (ବାଦଲ ମହାନ୍ତି)-ସାମାଜିକ ଗଣମାଧ୍ୟମ ଆମ ସ୍ୱରକୁ ବିଭକ୍ତ କରୁଛି । ଶସ୍ତା ସହଜ ବିଦ୍ରୋହକୁ ଆମେ ଏଇ ସୋସିଆଲ୍ ମିଡ଼ିଆର କାନ୍ଥରେ ଉତ୍ତାରି ଦେଇ ବେଶ୍ ଆରାମରେ ଶକ୍ତିହୀନ ହେଇ ବସିପଡୁଛୁ । ଫଳତଃ ବାସ୍ତବ ଘଟଣା ସହ ଆମର ସଂପୃକ୍ତି ଖୁବ୍ କମ୍ ସମୟ ଭିତରେ ଶେଷ ହେଇଯାଉଛି । ନୂଆନୂଆ ଇସ୍ୟୁ ବା ଘଟଣା ତିଆରି କରାଯାଇ ପ୍ରମୁଖ ଘଟଣା ଠାରୁ ଆମକୁ ଦୂରେଇ ଦେବାରେ ବେଶ୍ ସଫଳ ହେଇପାରିଛି ସାମାଜିକ…

Read More

ରାହୁଲ ସେଠି ସିନା କହିଦେଲେ, ହେଲେ ଏଠି କଣ କହିପାରିବେ….?

ଭୁବନେଶ୍ୱର : ଏଆଇସିସି ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଚାଲୁଥାଏ। ସେଠାରେ ବସିଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ରାହୁଲ ଗାନ୍ଧୀ ପ୍ରଶ୍ନ ପଚାରିଲେ, କେତେ ଜଣ ଦଳିତ ଅଛନ୍ତି। ସମସ୍ତେ ଚୁପ୍ ରହିଲେ। ପୁଣି ପଚାରିଲେ , କେତେ ଜଣ ଆଦିବାସୀ ଅଛନ୍ତି। ସମସ୍ତେ ଚୁପ୍ ରହିଲେ। ଏହା ପରେ ପୁଣି ପଚାରିଲେ କେତେ ଜଣ ଓବିସି ଅଛନ୍ତି। କେହି ଗଣମାଧ୍ୟମ ପ୍ରତିନିଧି ହାତ ଟେକିଲେନି। ଜଣେ ମାତ୍ର କ୍ୟାମେରାମ୍ୟାନ ହାତ ଟେକିଲେ। ଏହା ପରେ ରାହୁଲ…

Read More