ପ୍ରକୃତି, ପରିବେଶ ତଥା ଜୀବନ ଜୀବିକାର ସୁରକ୍ଷା ପାଇଁ ଗଣତାନ୍ତ୍ରିକ ଲଢେ଼ଇ ଜାରି ରହିବ

କାଶୀପୁର,  ୦୯/୦୮: ରାୟଗଡ଼ା ଜିଲ୍ଲା ପ୍ରଶାସନର ସମସ୍ତ ନିଷେଧାଦେଶକୁ ଭ୍ରୁକ୍ଷେପ ନକରି ସିଜିମାଳି ଅଞ୍ଚଳରେ ଆଜି ବିଶ୍ୱ ଆଦିବାସୀ ଦିବସ ଅବସରରେ ସଭା ଓ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି।  ମା’ ମାଟି ମାଳି ସୁରକ୍ଷା ମଞ୍ଚ ଆହ୍ୱାନରେ ଆଜି ସହସ୍ରାଧିକ ଆଦିବାସୀ ଓ ଦଳିତ ଅଧିବାସୀ ଶାଗବାରି ର ପୋଡ୍ ବନ୍ଧା ଘାଟିରେ ବିଶ୍ଵ ଆଦିବାସୀ ଦିବସ ଆୟୋଜନ କରିଥିଲେ।କାର୍ଯ୍ୟକ୍ରମ ପ୍ରସ୍ତୁତି ସମୟରେ ହଠାତ୍ ଗୋଟିଏ ଡ୍ରୋନ୍ ଲୋକଙ୍କ ଉପରେ ଉଡ଼ି ଆସିବା ଏବଂ ବିଶ୍ୱ ଆଦିବାସୀ…

Read More

ବଲଓ୍ୱନ୍ତ ସିଂଙ୍କୁ ଓଡ଼ିଶା ଖଣି ନିଗମ, ସ୍ମାର୍ଟ ସିଟି ଏବଂ ବିଡିଏ ଉପ-ସଭାପତି ପଦରୁ ବିଦା କରିବାକୁ ଉଠିଲା ଦାବି  

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିଛି ଦିନ ତଳେ ଖଣି ଲୁଟେରାଙ୍କୁ ଧରି ଜେଲ୍ ପୂରାଇବା ନେଇ ମନ୍ତବ୍ୟ ରଖିଥିଲେ। ଏଥିପାଇଁ କେନ୍ଦୁଝର ଜେଲ୍ ଏବଂ ଝାରପଡ଼ା ଜେଲ୍ କୁଆଡେ ଖାଲି କରାଯାଇଛି। ତେଣୁ ଆଗାମୀ ଦିନରେ ଖଣି ସମ୍ବଦ୍ଧୀୟ ବ୍ୟାପାର ପ୍ରଶାସନିକ ଅଧିକାରୀ ସ୍ତରରେ ଅଦଳବଦଳ କରାଯିବ। ଓଡ଼ିଶା ଖଣି ନିଗମ ଏକ ଗରୁତ୍ୱପୂର୍ଣ୍ଣ ଅନୁଷ୍ଠାନ। ଏହାର ପରିଚାଳନା ନିର୍ଦ୍ଦେଶକ ଭାବେ ୨୦୦୭ ବ୍ୟାଚ୍ ଆଇଏଏସ୍ ଅଧିକାରୀ ବଲଓ୍ୱନ୍ତ ସିଂ କାର୍ଯ୍ୟ କରୁଛନ୍ତି।…

Read More

ଖଣି ମାଫିଆଙ୍କୁ ଟାର୍ଗେଟ କଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପ୍ରେସ୍ ମିଟରେ ନ ଥିଲେ ନିରଞ୍ଜନ ପଟ୍ଟନାୟକ..

ଭୁବନେଶ୍ୱର : ଓଡ଼ିଶା ଖଣିଜ ସମ୍ପଦରେ ସମୃଦ୍ଧ। ମାତ୍ର ଏଠି ଶତାବ୍ଦୀର ସବୁଠୁ ବଡ଼ ଖଣି ଦୁର୍ନୀତି ହୋଇଥିଲା। ଶାହା କମିସନ ପ୍ରାୟ ୫୦,୦୦୦ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ରିପୋର୍ଟ ପ୍ରଦାନ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହି ୫୦,୦୦୦କୋଟି ଟଙ୍କାର ଦୁର୍ନୀତିକୁ ୧୮,୦୦୦ କୋଟି ଟଙ୍କାରେ ସୀମିତ କରାଯାଇଥିଲା। ଚାଷୀଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ। ଅଥଚ ଖଣି ମାଫିଆଙ୍କୁ ଏତେ ଏତେ ଟଙ୍କାର ଛାଡ କଣ ପାଇଁ କରାଯାଉଛି ବୋଲି କଂଗ୍ରେସ ପ୍ରଭାରୀ…

Read More

ଆଖିରେ ଆଙ୍ଗୁଠି ଗେଞ୍ଜି ଓଡ଼ିଶାର ରତ୍ନଭଣ୍ଡାର ଲୁଟିବ JSW

ଭୁବନେଶ୍ୱର : ଜେଏସଡବ୍ଲୁ ଷ୍ଟିଲ ଓଡ଼ିଶାର ଜାଜାଙ୍ଗ ଲୁହାପଥର ଖଣି ହସ୍ତାନ୍ତର ପାଇଁ ଆବେଦନ ପ୍ରତ୍ୟାହାର କରିନେବାକୁ କିଛିଦିନ ବିତିଗଲାଣି। ମାତ୍ର ଏହି ସାମଗ୍ରିକ ପ୍ରକ୍ରିୟାରେ କେନ୍ଦ୍ର ଓ ରାଜ୍ୟ ସରକାର କିଭଳି ଜେଏସଡବବ୍ଲ୍ୟୁକୁ ଫାଇଦା ଦେବାକୁ ଗଳାବାଟ ଖୋଲିଛନ୍ତି। ତାହା ପଦାରେ ପଡିଛି।ନିକଟରେ ଜଙ୍ଗଲ ସଂରକ୍ଷଣ ଆଇନରେ ସଂଶୋଧନ ପରେ ‘ସାବିକ୍’ ଜଙ୍ଗଲ ଭାବରେ ଚିହ୍ନିତ ଅଞ୍ଚଳରେ ଉପସ୍ଥିତ ଥିବା ଅଧା ସାମଗ୍ରୀକୁ JSW ପାଇବାକୁ ଯାଉଛି। ନିକଟରେ ନିଆଯାଇଥିବା ପ୍ରଶାସନିକ ନିଷ୍ପତ୍ତି ବିଭିନ୍ନ ଅନାଲୋଚିତ…

Read More