ଆଇପିଏଲରେ ବିଦେଶୀ ଖେଳାଳି ମାଲା – ମାଲ , ମାତ୍ର ଦେଶର ଖେଳାଳିଙ୍କୁ ମିଳୁ ନାହିଁ ତାର ଅଧା ପଇସା …

ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି । ଏହି ଖେଳାଳି ୨୪.୭୫ କୋଟି ଟଙ୍କାରେ କୋଲକାତା ନାଇଟ୍ ରାଇଡର୍ସ ଦଳରେ ସ୍ଥାନ ପାଇଛନ୍ତି। କୋଲକାତା ବ୍ୟତୀତ ଗୁଜରାଟ ଟାଇଟାନ୍ସ ମଧ୍ୟ ଏହି ଖେଳାଳିଙ୍କ ପାଇଁ ୨୪.୫୦ କୋଟି ଟଙ୍କା ପର୍ଯ୍ୟନ୍ତ ବିଡ୍ କରିଥିଲା । ଆଜି ଅନୁଷ୍ଠିତ ନିଲାମରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟି ଟଙ୍କାରେ କିଣିଥିଲା, କିନ୍ତୁ ଷ୍ଟାର୍କ ଅଳ୍ପ…

Read More