ଲୋଗୋ ଏବଂ ନାମ ପରିବର୍ତ୍ତନ କରିଥିବା ଆରସିବି କ’ଣ ଏଥର ଭାଗ୍ୟ ପରିବର୍ତ୍ତନ କରିପାରିବ ?

ପୁର୍ବରୁ ଦିଲ୍ଲୀ, ପଞ୍ଜାବ ନାମ ପରିବର୍ତ୍ତନ କରିଥିବା ବେଳେ ଆଇପିଏଲର ୧୭ତମ ସଂସ୍କରଣରେ ଆରସିବି ବା ରୟାଲ ଚାଲେଞ୍ଜର ବାଙ୍ଗାଲୋର ନିଜର ନାମ ପରିବର୍ତ୍ତନ କରିଛି। ବେଙ୍ଗାଲୁରୁର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଦଳ ଆରସିବି ସହରର ବର୍ତ୍ତମାନର ନାମକୁ ଦୃଷ୍ଟିରେ ରଖି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରେ ନାମିତ କରିଛି। ଆଇପିଏଲ ଆରମ୍ଭ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜ ଫ୍ରାଞ୍ଚାଇଜର ନାଁ ପରିବର୍ତ୍ତନ କରିଛି । ଅଧିନାୟକ ଫାପ୍ ଡୁ ପ୍ଲେସିସ,…

Read More

IND Vs SA 2nd Test ; ଅଷ୍ଟ୍ରେଲିଆ , ଇଂଲଣ୍ଡ ପରେ ଦକ୍ଷିଣ ଆଫ୍ରିକାରେ ବୋଲିଂର ଯାଦୁ ଦେଖାଇଲେ ମହମ୍ମଦ ସିରାଜ …

ମହମ୍ମଦ ସିରାଜ  ଦକ୍ଷିଣ ଆଫ୍ରିକାକୁ ନିଜ ଘରେ ଧୂଳି ଚଟାଇଛନ୍ତି । ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ସିରାଜଙ୍କ  ୬ଟି ୱିକେଟ୍ ବଳରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ନିଜ ଘରୋଇ ମାଟିରେ ପ୍ରଥମ ଇନିଂସରେ ୫୫ ରନରେ ରୋକିବାରେ ସଫଳ ହୋଇଛି ।  ସିରାଜଙ୍କ ବିଦେଶରେ ଏମିତି ପ୍ରଦର୍ଶନ ପ୍ରଥମ ନୁହେଁ। ଏହା ପୂର୍ବରୁ ସେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ଭଳି ଦେଶରେ ନିଜ ବୋଲିଂର ଯାଦୁ ଦେଖାଇସାରିଛନ୍ତି ।  ଏହା ପୂର୍ବରୁ ସିରାଜ…

Read More