ପୁଣି ହାଇକୋର୍ଟରେ ସମାଜସେବୀ ରୋଜାଲିନ ହତ୍ୟା ମାମଲା , ଏସପିଙ୍କୁ ରିପୋର୍ଟ ତଲବ।

କେନ୍ଦୁଝର :(ଦିଲ୍ଲୀପ କୁମାର ସାହୁ) – ପୁଣି କେନ୍ଦୁଝରର ସମାଜସେବୀ ରୋଜାଲିନ ସାହୁ ହତ୍ୟା ମାମଲା ଓଡ଼ିଶା ହାଇକୋର୍ଟରେ ଉଠିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ନିଜେ ରୋଜାଲିନଙ୍କ ମାଆ ରେବତୀ ସାହୁଙ୍କ ପାଖରୁ ଅଭିଯୋଗପତ୍ର ଅଭିଯୋଗ ଶୁଣାଣିରେ ନେଇ ପୋଲିସ ଡ଼ିଜିଙ୍କ ପାଖକୁ ପଠାଇ ଥିଲେ। ହେଲେ ପୋଲିସ ହତ୍ୟା ଆରୋପୀଙ୍କୁ ସୁରକ୍ଷା ଦେଇ ଆସୁଥିବାରୁ କିଛି ତଦନ୍ତ ହୋଇନଥିଲା ପୋଲିସ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଖାତର କଲାନି ବୋଲି ରେବତୀ ସାହୁ କ୍ଷୋଭର…

Read More

ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପୁଣ୍ୟତିଥି: Twitterରେ ..ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଉପଯୁକ୍ତ ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇପାରିଲେ ନାହିଁ…

ଭୁବନେଶ୍ୱର : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଆଜି ପୁଣ୍ୟତିଥି। ଖାଲି ଭାରତ ନୁହେଁ, ବିଶ୍ୱର କୋଣ ଅନୁକୋଣରେ ଏହି ଦିବସଟିକୁ ମର୍ଯ୍ୟାଦାର ସହ ମନେ ପକାଯାଇଥାଏ। ବିଭିନ୍ନ ରାଷ୍ଟ୍ରମୁଖ୍ୟ, ରାଷ୍ଟ୍ର ନାୟକ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ଦିବସକୁ ମର୍ଯ୍ୟାଦାର ସହ ମନେ ପକାଇ ଥାଆନ୍ତି। ସ୍ୱାଧୀନ ଭାରତର ଏହି ଦିନ ଏକ କଳା ଦିବସ। କାରଣ ଜଣେ ଭାରତୀୟ ଅତି ବର୍ବରତାର ସହ ଆତତାୟୀ ଭାବେ ଜାତିର ପିତା ତଥା ସମସ୍ତଙ୍କ ପ୍ରିୟ ବାପୁଙ୍କୁ ଗୁଳି…

Read More

ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର ଓଡ଼ିଶାରେ ଶିଳ୍ପ ଓ ସାମାଜିକ ବିକାଶ ପାଇଁ ଆହୁରି ୭୦ ହଜାର କୋଟି ଟଙ୍କା ନିବେଶ କରିବ

ଭୁବନେଶ୍ୱର, ୨୮ /୧: ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାର (ଜେଏସପି) ଆଗାମୀ ବର୍ଷରେ ଓଡ଼ିଶାରେ ଆହୁରି ୭୦,୦୦୦ କୋଟି ନିବେଶ କରିବାକୁ ଏକ ମହତ୍ୱାକାଂକ୍ଷୀ ଯୋଜନା ଘୋଷଣା କରିଛି, ଯାହା ରାଜ୍ୟର ଶିଳ୍ପ ଅଭିବୃଦ୍ଧି ଏବଂ ସାମୁଦାୟିକ ବିକାଶକୁ ଅଧିକ ସୁଦୃଢ଼ କରିବ । ଭୁବନେଶ୍ୱରରେ ଆୟୋଜିତ ଉତ୍କର୍ଷ ଓଡ଼ିଶା କନକ୍ଳେଭ୍ – ୨୦୨୫ କାର୍ଯ୍ୟକ୍ରମରେ ଯୋଗ ଦେଇ ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଆଜି ଏହି ଘୋଷଣା କରିଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ…

Read More

୧୦୦ ଦିନ ଭିତରେ ‘ସମୃଦ୍ଧ କୃଷକ ନୀତି’ ଆଣିବୁ; ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର; ଆଜି ସକାଳୁ ପୁରୀ ଶ୍ରୀମନ୍ଦିରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କର ମନ୍ତ୍ରୀମଣ୍ଡଳ ସଦସ୍ୟମାନଙ୍କ ସହିତ ଶ୍ରୀମନ୍ଦିରର ଚାରି ଦ୍ୱାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବା ପରେ ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋକୁ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ୨ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ  ଓ ପ୍ରଭାତୀ ପରିଡାଙ୍କ ସମେତ ସାଂସଦ ଓ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ। ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ  ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ …

Read More