ଚିରଞ୍ଜୀବ-ମୋକ୍କିମଙ୍କ ନିଲମ୍ବନ ପ୍ରତ୍ୟାହାର, ସଗରିଆଙ୍କ ପ୍ରତ୍ୟାବର୍ତ୍ତନ ଘୋଷଣା ଅଶୋଭନୀୟ ଥିଲା କାହିଁକି…..

ଭୁବନେଶ୍ୱର :  ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ,କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକ୍କିମ୍ ଏବଂ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରେ ନିଲମ୍ବନ/ବହିଷ୍କାର ଉଠିସାରିଛି। ଗତକାଲି କଂଗ୍ରେସ ପକ୍ଷରୁ ନିଲମ୍ବନ ଉଠି ସାରିଥିବା ଓଡ଼ିଶା ପ୍ରଭାରୀ ଅଜୟ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମାତ୍ର ଯେଉଁଭଳି ଢଙ୍ଗରେ ଏହା କରାଗଲା, ତାହାକୁ ନେଇ ଦଳର କେତେକ ବରିଷ୍ଠ ନେତା ଅସନ୍ତୋଷ ଜାହିର କରିଛନ୍ତ। ଏନେଇ ଖୋଲାଖୋଲି ଗଣମାଧ୍ୟମରେ କହି ନ ଥିଲେ ବି ନିଜ ନିଜ…

Read More

ହେଲାଣି ସହମତି, ମୋକ୍କିମ ଏବଂ ଚିରଞ୍ଜୀବଙ୍କ ଉପରୁ ଉଠିବ ନିଲମ୍ବନ

ଭୁବନେଶ୍ୱର :  ସାଧାରଣ ନିର୍ବାଚନ ପାଖେଇ ଆସୁଛି। ସବୁ ସ୍ଥାନରେ ଭଲ ପ୍ରାର୍ଥୀ ମିଳିବା ସମ୍ଭବ ନୁହେଁ। ତେଣୁ ଯେଉଁମାନଙ୍କର କିଛି ଭୋଟ୍ ବ୍ୟାଙ୍କ ରହିଛି। ସେମାନଙ୍କୁ ଶୃଙ୍ଖଳାଗତ ଆଖି ଦେଖାଯାଉ। ମାତ୍ର ଦୀର୍ଘଦିନ ଧରି ନିଲମ୍ବନ କରା ନ ଯାଉ। ଏହା ଦ୍ୱାରା ଦଳର ଭୋଟ ବ୍ୟାଙ୍କ୍ କ୍ଷତିଗ୍ରସ୍ତ ହେବ। ଏହି କ୍ରମରେ କେତେକ ବରିଷ୍ଠ ନେତାଙ୍କୁ ନେଇ ଥିବା ମନୋମାଳିନ୍ୟ ଦୂର ହେବାରେ ଲାଗିଛି। ନିକଟରେ ନିଲମ୍ବିତ ହୋଇଥିବା ଚିରଞ୍ଜୀବ ବିଶ୍ୱାଳ ଓ ମହମ୍ମଦ…

Read More