
ମୋରଡ଼ା: ବିଜେଡି ଆଶାୟୀ ସାଜିଛନ୍ତି ତୃତୀୟ ମହଲା ମୁଣ୍ଡବିନ୍ଧାର କାରଣ
ମୋରଡ଼ା: ମୟୂରଭଞ୍ଜ ଜିଲ୍ଲାର ଅଣସଂରକ୍ଷିତ ବିଧାନସଭା ଆସନ ମୋରଡ଼ା ନେଇ ବିଜେଡି ନୂଆ ପ୍ରାର୍ଥୀ ଖୋଜୁଛି। ବର୍ତ୍ତମାନ ବିଧାୟକ ଥିବା ରାଜ କିଶୋର ଦାସଙ୍କୁ ପୁର୍ନବାର ପ୍ରାର୍ଥୀ କରିବାକୁ ଚାହୁଁନାହିଁ। ତେଣୁ ସେଠାରେ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇ ଗଲାଣି। ମୟୂରଭଞ୍ଜ ଜିଲ୍ଲାର ଲୋକସଭା ଏବଂ ଅଧିକାଂଶ ବିଧାନସଭାରେ ବିଜେଡି ପରାସ୍ତ ହୋଇଥିଲା। ତେଣୁ ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ରାଜ କିଶୋର ଦାସ ମୂଳତଃ ବିଜେଡି ନୁହଁନ୍ତି। ବିଜେପିରେ…