ମୁକ୍ତା ଫାଉଣ୍ଡେସନ ପକ୍ଷରୁ ଶ୍ରୀ ଶ୍ରୀ ମା’ ଆନନ୍ଦ ଆଶ୍ରମରେ ଆଲୋକର ପର୍ବ ଦୀପାବଳି ପାଳିତ

(ମୁକ୍ତା ଫାଉଣ୍ଡେସନର ଶୁଭାରମ୍ଭ) ଭୁବନେଶ୍ୱର : ଆଡ଼ମ୍ବର କି ସାଜସଜ୍ଜା ନଥିଲା କିନ୍ତୁ ଆନନ୍ଦ ଓ ଉଲ୍ଲାସର ସହିତ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଚନ୍ଦ୍ରଶେଖରପୁର ସ୍ଥିତ ଶ୍ରୀ ଶ୍ରୀ ମା’ ଆନନ୍ଦ ଆଶ୍ରମ ପରିସରରେ ପିଲାମାନଙ୍କ ସହିତ ଦୀପାବଳି ପାଳନ ସହିତ ଆନୁଷ୍ଠାନିକ ଭାବରେ ଫାଉଣ୍ଡେସନର ଶୁଭାରମ୍ଭ ହୋଇଯାଇଛି। ପ୍ରତିଷ୍ଠାତ୍ରୀ ତଥା ପରିଚାଳନା ଟ୍ରଷ୍ଟି ବନ୍ଦନା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ତଥା ଫାଉଣ୍ଡେସନର ଉପଦେଷ୍ଟା ନମ୍ରତା ଚଢ଼ା, ସମାଜସେବୀ ନିବେଦିତା ଲେଙ୍କା,…

Read More