
ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କୁ ବିଦ୍ରୋହୀଙ୍କ ଖୋଲା ଚ୍ୟାଲେଞ୍ଜ
ନୂଆଦିଲ୍ଲୀ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡ଼ିର ସାଙ୍ଗଠନିକ ଗୋଷ୍ଠୀ କନ୍ଦଳ ପଦାରେ ପଡିଛି। ଦୁଇଦିନ ତଳେ ସ୍ଥାନୀୟ ବିଧାୟକ ଅନନ୍ତ ଦାସଙ୍କୁ ବିଦ୍ରୋହୀ ଗୋଷ୍ଠୀ ଖୋଲା ଚ୍ୟାଲେଞ୍ଜ ପ୍ରଦାନ କରିଛନ୍ତି। ଏଥିସହିତ ଏହି ଗୋଷ୍ଠୀ ନିଜ ଶକ୍ତି ପ୍ରଦର୍ଶନ କରିଛି। ବିଧାୟକ ଶ୍ରୀ ଦାସ ନିଜ ସଙ୍ଗଠନ ଠିକ୍ ରଖି ନ ଥିବା ଏକ ବାର୍ତ୍ତା ବିଦ୍ରୋହୀ ମାନେ ପ୍ରଦାନ କରିବାରେ ସଫଳ ହୋଇଛନ୍ତି। ବିଦୁବେନ୍ଦୁ ପାତ୍ର ହଜାର ହଜାର ସମର୍ଥକଙ୍କ ଗହଣରେ…