Narendra Modi in Israel ଏ ଗସ୍ତରୁ କ’ଣ ମିଳିବ?
ନୂଆଦିଲ୍ଲୀ :(ବିଜୟ ସାହୁ )-ଇଂରାଜୀରେ Ostrich ବୋଲି ଏକ ଶବ୍ଦ ଅଛି , ଏହାକୁ ଓଟପକ୍ଷୀ କୁହାଯାଏ ।ଏହା ଦେଖିବାକୁ ଓଟ ଭଳି ,କିନ୍ତୁ ଓଟ ନୁହେଁ ,ପକ୍ଷୀ । ଏହି ଶବ୍ଦ ସହ Diplomacy ଯୋଡିଲେ Ostrich Diplomocy କୁହାଯାଏ , ଅର୍ଥାତ ଓଟପକ୍ଷୀ କୂଟନୀତି । ଯାହାକି ଵିଶେଷ୍ୟ ବାକ୍ୟା-ଅଂଶ । ଓଟପକ୍ଷୀ କୂଟନୀତିକୁ ନାସ୍ତିସୂଚକ ରୂପକ ଭାବରେ ବ୍ୟବହାର କରା ଯାଇଥାଏ, କାରଣ ଓଟପକ୍ଷୀ ଯେମିତି ବିଭିନ୍ନ ଶିକାରୀଙ୍କ ଆଡୁ ବିପଦ ଦେଖିଲେ…
