ପ୍ରଦେଶ କଂଗ୍ରେସର ପ୍ରସ୍ତୁତି ଆରମ୍ଭ ପୂର୍ବରୁ ସମ୍ଭାବନା ହ୍ରାସ ହୋଇ ଯାଇ ନ ଥିବ ତ……

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ବିଜେଡିର ନିର୍ବାଚନ ପ୍ରସ୍ତୁତି ବିରୋଧି ବିଜେପି ଏବଂ କଂଗ୍ରେସ ଠାରୁ ଢେର ଅଧିକ ରହିଛି। କଂଗ୍ରେସର ପ୍ରସ୍ତୁତି ଅପେକ୍ଷାକୃତ କମ୍ ରହିଛି।  ଗତ ନିର୍ବାଚନ ପରେ କଂଗ୍ରେସର ଶୀର୍ଷ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓଡ଼ିଶା ଆସିନାହାନ୍ତି। ଇତି ମଧ୍ୟରେ ତିନି ଜଣ ପ୍ରଭାରୀ ଓଡ଼ିଶା କଂଗ୍ରେସ ଦେଖି ସାରିଲେଣି। ଏମାନେ ହେଉଛନ୍ତି- ଜିତେନ୍ଦ୍ର ସିଂ, ଚେଲ୍ଲା କୁମାର ଏବଂ ଅଜୟ କୁମାର। ଫେବୃୟାରୀ…

Read More

ଓଡ଼ିଶା ଆସୁଛନ୍ତି  ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱତ୍ ମନ୍, ପରବର୍ତ୍ତୀ ସମୟରେ ଆସିବେ ରାଘବ ଚଢା

ଭୁବନେଶ୍ୱର :  ଓଡ଼ିଶା ଗସ୍ତରେ ଆସିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଭଗଓ୍ୱତ୍ ମନ୍। କେବଳ ମନ୍ ନୁହଁନ୍ତି ଆପ୍ ରାଜ୍ୟସଭା ନେତା ରାଘବ ଚଢା ମଧ୍ୟ ଓଡ଼ିଶା ଆସିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ ଏନେଇ ଉଭୟ ଚଢା ଏବଂ ମନ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଗଓ୍ୱତ୍ ମନ ଆସିବାର ସଙ୍କେତ ରାଜ୍ୟ କର୍ମକର୍ତ୍ତାଙ୍କୁ ମିଳିସାରିଛି। ରାଘବ ଚଢାଙ୍କ ଗସ୍ତ ନେଇ ସ୍ପଷ୍ଟ ଚିତ୍ର ଏଯାବତ ଆସିନାହିଁ। ଚଳିତ ସପ୍ତାହ…

Read More

ବର୍ଷ ଆରମ୍ଭରୁ ସତର୍କ ବିଜେଡି, କୌଣସି ପ୍ରକାର ବିଷମ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁନି ତୃତୀୟ ମହଲା…ସବକା ସାଥ୍ ନୀତିରେ ରଣନୀତି..

ଭୁବନେଶ୍ୱର :  ୨୦୨୪ ବର୍ଷ ଆସୁ ଆସୁ ରାଜ୍ୟର ପ୍ରଶାସନିକ ଓ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗଛି। ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଏହି ଉତ୍କଣ୍ଠା ଆହୁରି ଅଧିକ ରହୁଛି। ଦେଶର ସାଧାରଣ ନିର୍ବାଚନ ସହ ଓଡ଼ିଶାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଜେଡି ଅଢେଇ ଦଶନ୍ଧି ଧରି କ୍ଷମତାରେ ରହିଛି। ତେଣୁ ଶାସକ ଦଳ ବିଜେଡି ନିର୍ବାଚନକୁ ନେଇ ଅଧିକ ସତର୍କ ରହୁଥିବା ଜଣାପଡିଛି। ଦଳ କୌଣସି ପରିସ୍ଥିତିରେ  କିଛି ଅଡ଼ୁଆ ପରିସ୍ଥିତି…

Read More

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ଅବଧି ବଢିପାରେ …ନିଷ୍ପତ୍ତିର ପ୍ରଶାସନିକ ଓ ରାଜନୈତିକ ତର୍ଜମା କରିସାରିଛି ତୃତୀୟ ମହଲା….

ଭୁବନେଶ୍ୱର :  ଆଗକୁ ସାଧାରଣ ନିର୍ବାଚନ ରହିଛି। ପ୍ରାୟତଃ ଫେବୃୟାରୀ ମାସରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଆଲୋଚନା ହେଉଛି। ଯଦି ଏପରି ନ ହୁଏ, ତେବେ ମାର୍ଚ୍ଚ ମାସରେ ସୁନିଶ୍ଚିତ ଘୋଷଣା ହେବ। ସମାନ ସମୟରେ ଓଡ଼ିଶା ବିଧାନସଭା ନିର୍ବାଚନ ମଧ୍ୟ ହେବ। ତେଣୁ ନିର୍ବାଚନ ପରିଚାଳନା ପୂର୍ବରୁ ପ୍ରଶାସନିକ ନିଯୁକ୍ତି ଉପରେ ସମସ୍ତଙ୍କ ନଜର ରହିବ। ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ କୁମାର ଜେନାଙ୍କ ଅବଧି ବୃଦ୍ଧି ହେବ କି…

Read More

ପୁଣି ରାଜରାସ୍ତାରେ ଚାଲିବେ ରାହୁଲ ଗାନ୍ଧୀ, ଏଥର ଆସିବେ ଓଡ଼ିଶା

ନୂଆଦିଲ୍ଲୀ :  ଆସନ୍ତା ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ର ଦ୍ୱିତୀୟ ସଂସ୍କରଣ ‘ଭାରତ ନ୍ୟାୟ ଯାତ୍ରା’ରେ ବାହାରିବେ ବୋଲି ଜଣାପଡିଛି। ଏନେଇ  ଆଜି କଂଗ୍ରେସର ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବେଣୁଗୋପାଳ କହିଛନ୍ତି ଯେ,  ପ୍ରଥମ ‘ଭାରତ ଯୋଡ଼ୋ ଯାତ୍ରା’ର ବିପୁଳ ଅନୁଭୂତିକୁ ସମ୍ବଳ କରି ଏଥର ରାହୁଲ୍‌ ଗାନ୍ଧୀ ଆଉ ଏକ ଯାତ୍ରାରେ ବାହାରିବେ। ଏହି ଯାତ୍ରାରେ ରାହୁଲ୍‌ ଗାନ୍ଧୀ ଯୁବକ,…

Read More

ନୂଆଦିଲ୍ଲୀ ଗସ୍ତ ପରେ ବିଜେପି ନେତାଙ୍କ ନୀରବତା ନେଇ ବିଜେଡି-ବିଜେପି ମଧ୍ୟରେ ଭାଲେଣି…ସ୍ପଷ୍ଟ ଚିତ୍ର ନେଇ ଆହୁରି ଅପେକ୍ଷା ….ଶାହା ଆସିବେ ଜାନୁୟାରୀରେ…

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ବିଜେଡି, କଂଗ୍ରେସ ଓ ବିଜେପି ପାଗ ଭିଡ଼ିଲାଣି। ନିକଟରେ ବିଜେପି ବିଧାୟକମାନେ ନୂଆଦିଲ୍ଲୀ ଗସ୍ତ କରିଥିଲେ। ଏହି ସମୟରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ। ଏହି ସମୟରେ ଆଗ ଅପେକ୍ଷା ଅଧିକ ପ୍ରଦର୍ଶନ କରି ଦଳକୁ ସୁଦୃଢ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଥିଲେ। ମାତ୍ର ଇତି ମଧ୍ୟରେ ବିଧାୟକମାନେ ଓଡ଼ିଶା ଫେରିଲେଣି। ସେମାନଙ୍କ…

Read More

ରାଜ୍ୟ ବିଜେପି ପ୍ରଚାର ମଙ୍ଗ ଧରିଲେଣି ରାଜ୍ୟପାଳ ରଘୁବର ଦାସ….ନିଆରା ଢଙ୍ଗରେ କେନ୍ଦ୍ରୀୟ ନେତୃତ୍ୱର କରୁଛନ୍ତି ପ୍ରଚାର

ଭୁବନେଶ୍ୱର :  ଯିଏ ଚାଖିଛି ଥରେ କ୍ଷୀରର ସର…ନିତି ଧାଉଁଥାଏ ଗଉଡ଼ ଘର। ରାଜନୀତି ଏମିତି ଏକ ସର। ଥରେ ଏ ସର ସ୍ୱାଦ ପାଟିରେ ବାଜିଲେ ଛାଡି ହୁଏନି। ଏକଥା ରାଜ୍ୟପାଳ ରଘୁବର ଦାସଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ଜଣାପଡୁଛି। ରାଷ୍ଟ୍ରପତିଙ୍କ ଦ୍ୱାରା ସାମ୍ବିଧାନିକ ପଦରେ ନିଯୁକ୍ତ ରଘୁବର ଦାସ ନିଆରା ଢଙ୍ଗରେ ବିଜେପିର ପ୍ରଚାର କରୁଛନ୍ତି। ତାହା ପୁଣି ବେଶ୍ ଚତୁରତାର ସହ। ଓଡ଼ିଶା ରାଜ୍ୟପାଳ ଏବଂ ରଘୁବର ଦାସଙ୍କ ଦୁଇଟି ଭିନ୍ନ ଭିନ୍ନ ଟୁଇଟର…

Read More

ଖଡଗେ-ରାହୁଲଙ୍କ ସହ ଓଡ଼ିଶାର କଂଗ୍ରେସ ନେତା କ’ଣ କଥା ହେଲେ…ଚେଲ୍ଲାଙ୍କ ଗୁମର ଖୋଲିଲା….ସୁର ରାଉତରାୟ ରହିଲେନି…

ଭୁବନେଶ୍ୱର :  କଂଗ୍ରେସର ପ୍ରାୟ ୧୫ ପ୍ରତିଶତ ଭୋଟ ରହିଛି।  ଦକ୍ଷିଣ ଓଡ଼ିଶାରେ ଦଲ ମଜଭୁତ ରହିଛି। ମାତ୍ର ସେହିଭଳି ଭାବେ ସାଙ୍ଗଠନିକ କାମ ହୋଇପାରୁନାହିଁ କାହିଁକି। ସୁନୀଲ କାନୁଗୋଲୁଙ୍କ ଟିମ୍ ଦ୍ୱାରା କରାଯାଇଥିବା ସର୍ଭେରୁ ବିଧାୟକମାନଙ୍କ ନାଁରେ କାହିଁକି ନକରାତ୍ମକ ମତ ଆସୁଛି। ଆପଣମାନେ ବିଜେଡ଼ି ଠାରୁ ବହୁଳ ଆର୍ଥିକ ଫାଇଦା ପାଉଥିବା କଥା କାହିଁକି ଉଠୁଛି। ଏହି ଭଳି ଢଙ୍ଗରେ ଓଡ଼ିଶା କଂଗ୍ରେସ ନେତାଙ୍କୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଶ୍ନ କରିଥିଲେ। ଏପରିକି…

Read More

ବିଜେପିର ଛତିଶଗଡ଼ ବିଜୟ କାହିଁକି ବିଜେଡି ନିଦ ହଜାଇଛି ?

ବିଜେଡି ସବୁ ବେଳେ ବିରୋଧିଙ୍କୁ ପ୍ରଶ୍ନ କରିଥାଏ ଯେ, ନବୀନ ପଟ୍ଟନାୟକଙ୍କ ବିକଳ୍ପ କିଏ ? ସାମାଜିକ ସମୀକରଣ ଅପେକ୍ଷା ବିକାଶ ରାଜନୀତିର ପ୍ରଚାରପ୍ରସାରକୁ ଗୁରୁତ୍ୱ ଦେଇଥାଏ। ମାତ୍ର ନିକଟରେ ପ୍ରକାଶ ପାଇଥିବା ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ ସବୁ ଅଙ୍କ ବିଗାଡ଼ି ଦେଇଛି। ଏହା ରାଜ୍ୟରେ ବିଜେପି ନିଜର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ନ ଥିଲା। ସେହିପରି କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ଥିବା ଭୂପେଶ ବାଘେଲ ନିଜ କାମ ଏବଂ ଯୋଜନାକୁ ଅଧିକ ପ୍ରଚାର କରୁଥିଲେ।…

Read More

ଜାନୁୟାରୀ ସର୍ଭେକୁ ଅଶ୍ୱିନୀ ବୈଷ୍ଣବଙ୍କ ଅପେକ୍ଷା , ଓଡ଼ିଶାରୁ ଲଢିବେ ନା ନାହିଁ…ନେବେ ନିଷ୍ପତ୍ତି…

ବାଲେଶ୍ୱର :  ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ଲୋକ କଣ ଚାହୁଁଛନ୍ତି ? ସେମାନେ କଣ ପୁଣି ଥରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ? ଗତଥର ଥିବା ବିଜେପି ସପକ୍ଷବାଦୀ ପରିବେଶ ଏଥର ରହିବ ତ? ଯଦି ପ୍ରତାପ ଷଡଙ୍ଗୀ ପ୍ରାର୍ଥୀ ନ ହୁଅନ୍ତି, ତେବେ କିଏ ବିଜେପିରୁ ପ୍ରାର୍ଥୀ ହେଲେ ଭଲ? ଅଶ୍ୱିନୀ ବୈଷ୍ଣବ ପ୍ରାର୍ଥୀ ହେଲେ ବାଲେଶ୍ୱର ଲୋକସଭାରୁ ଜିତି ପାରିବେ କି ? ଐର ଖାରବେଳ ସ୍ୱାଇଁ-ପ୍ରତାପ ଷଡଙ୍ଗୀ-ଅଶ୍ୱିନୀ ବୈଷ୍ଣବ..ଏମାନଙ୍କ ମଧ୍ୟରୁ କିଏ ବିଜେପି…

Read More