
ନିର୍ବାଚନ ଋତୁ : ଖୁବ୍ ଶୀଘ୍ର ଆରମ୍ଭ ହେବ ଚାକିରୀ ଛଡ଼ା ପର୍ବ
ଭୁବନେଶ୍ୱର: ଧାର୍ଯ୍ୟ ସମୟରେ ନିର୍ବାଚନ ହେଲେ ଆହୁରି ସାତ ମାସ ସମୟ ରହିଛି। ଆଗୁଆ ନିର୍ବାଚନ ହେଲେ ହାତରେ ତିନିରୁ ଚାରିମାସ ସମୟ ରହିଛି। ଓଡ଼ିଶାରେ ଆଶାୟୀ ପ୍ରାର୍ଥୀମାନେ ନିଜ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ବିଶେଷ କରି ଶାସକ ଦଳ ପକ୍ଷରୁ ବହୁ ଅଧିକାରୀଙ୍କୁ ରାଜନୀତି ମଇଦାନରେ ଦେଖିବାକୁ ମିଳିପାରେ। ଭାରତୀୟ ପ୍ରଶାସନିକ ସେବା ଠାରୁ ଆରମ୍ଭ କରି ବେସରକାରୀ ସଂସ୍ଥାରେ ଉଚ୍ଚ ବେତନରେ କାମ କରୁଥିବା ବହୁ ଆଶାୟୀ ବିଜେଡି ଟିକେଟ୍ ଆଶାୟୀ ଅଛନ୍ତି। ସେପ୍ଟେମ୍ବର…