ହାରିଗଲେ ସେନାପତି, ନିଜ ଆସନରୁ ହାରିଲେ ନବୀନ, ମନମୋହନ ଓ ଶରତ
ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏକ ବିରାଟ ପରିବର୍ତ୍ତନ ଗତ ମଙ୍ଗଳବାର ଘଟିଯ।ଇଛି। ଦୀର୍ଘ ୨୪ ବର୍ଷର କ୍ଷମତାର କଲମ ବିଜେଡି ହାତରୁ ଚାଲିଯାଇଛି। ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ସରକାର କରିବାକୁ ଯାଉଛି। ପୂର୍ବରୁ ବିଜେଡି ସରକାରୀରେ ଦ୍ୱିତୀୟ ସହଯୋଗୀ ଦଳ ଭାବେ କାର୍ଯ୍ୟ କରିଛି। ହେଲେ ଏହି ନିର୍ବାଚନରେ କେତୋଟି ବିଚ୍ୟୁତି ଦେଖିବାକୁ ମିଳିଛି। ରାଜ୍ୟର ତିନି ପ୍ରମୁଖ ଦଳର ମୁଖିଆ ତଥା ସେନାପତି ପରାସ୍ତ ହୋଇଛନ୍ତି। ବିଜେଡି ସଭାପତି ତଥା ଭାରାପ୍ରାପ୍ତ ମୁଖ୍ୟମନ୍ତ୍ରୀ ନବୀନ…
