ବିଜେଡ଼ିକୁ ଭାଙ୍ଗି ଦେବାକୁ ଭୟଙ୍କର ଷଡ଼ଯନ୍ତ୍ର, ଅପରେସନ ଲୋଟସକୁ ରୂପ ଦେବେ ଏହି ୩ ନେତା

ବଡ଼ ଭୂମିକାରେ ବୈଜୟନ୍ତଗୋଟିଏ ଗୁଳିରେ କରିବେ ଦୁଇ ଶିକାରନବୀନଙ୍କୁ ଧରାଶାୟୀ ସହ ବିଜେପିର ଏକ ନିର୍ଦ୍ଧିଷ୍ଟ ନେତାଙ୍କୁ ଏକ ଘରିକିଆ କରିବାକୁ ଉଦ୍ୟମଭୁବନେଶ୍ୱର- ବିଜୁ ଜନତା ଦଳ (ବିଜେଡି)କୁ ଭାଙ୍ଗି ଦିଆଯିବ। ଏହି କାର୍ଯ୍ୟ କେନ୍ଦ୍ରୀୟ ବିଜେପି ନେତୃତ୍ୱର ତତ୍ତ୍ୱାବଧାନରେ ଅତ୍ୟନ୍ତ ସତର୍କତାର ସହ କରାଯିବ। ନୂଆଦିଲ୍ଲୀରୁ ଏହାକୁ ନିୟନ୍ତ୍ରଣ କରିବେ ଗୃହ ମନ୍ତ୍ରୀ ଅମିତ ଶାହା। ସହାୟତା କରିବ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)। ଓଡ଼ିଶାରେ ଏହି ଅପରେସନକୁ ଚୂଡାନ୍ତ ରୂପ ଦେବେ କେନ୍ଦ୍ରାପଡ଼ା ବିଜେପି…

Read More

ପ୍ରଥମ ଥର ପାଇଁ କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …

ଭୁବନେଶ୍ୱର : ଆଜି (ଗୁରୁବାର)ବଲାଙ୍ଗୀର ଟିଟିଲାଗଡ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ସେଠି ପହଞ୍ଚିବା ପରେ ରାସ୍ତାର ଦୁଇ ପଟରେ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହାସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟିଟିଲାଗଡ ଉପଜିଲ୍ଲପାଳ କାର୍ଯ୍ୟାଳୟରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଦ୍ୱିତୀୟ ନିର୍ବାଚନ କ୍ଷେତ୍ର ଭାବେ କଣ୍ଟାବାଞ୍ଜି ଆସନରୁ ପ୍ରଥମ ଥର ପାଇଁ ନାମାଙ୍କନ ଦାଖଲ କରିଛନ୍ତି ନବୀନ। ଏହି ସମୟରେ ଭିକେ ପାଣ୍ଡିଆନ, ଅନଙ୍ଗ…

Read More

ସମର୍ଥନ କର ନହେଲେ ଓ୍ୱାକ୍ ଆଉଟ୍ କର, ବିଜେଡିକୁ ବିଜେପିର ଚେତାବନୀ

ନୂଆଦିଲ୍ଲୀ : ଦିଲ୍ଲୀ ଅଧ୍ୟାଦେଶ ବିଲ୍ ରାଜ୍ୟସଭାରେ ଆଗତ ହେଲେ ବିଜେଡି କଣ କରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ହେଲେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନବୀନ ପଟ୍ଟନାୟକଙ୍କ ବିଜେଡି ଏବଂ ଜଗନମୋହନ ରେଡ୍ଡିଙ୍କ ଓ୍ୱାଇଏସଆର କଂଗ୍ରେସ ଗୋଟିଏ ମାର୍ଗରେ ଯାଇପାରନ୍ତି। ଏହି ଦୁଇ ଦଳର ନଅ ଖଣ୍ଡ ଭୋଟ ବିଜେପିକୁ ହରାଇ ଦେବାର ସାମର୍ଥ୍ୟ ରଖୁଛି। ସିଧାସଳଖ ବିଲ୍ କୁ ସମର୍ଥନ କିମ୍ବା ବିରୋଧ କରିବା ପାଇଁ ଚାହୁଁନି ବିଜେଡି। ତେଣୁ…

Read More