
Bjd Tactical Mistakes ; ବିଜେଡିର ଏହି ଭୁଲ ପାଇଁ ପରିକ୍ରମା ପ୍ରକଳ୍ପରୁ ମିଳି ନ ପାରେ ରାଜନୈତିକ ଫାଇଦା
ମହା ଆଡମ୍ବରରେ ଶେଷ ହୋଇଛି ବହୁ ପ୍ରତିକ୍ଷିତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ । ୮୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ଶେଷ ହେବାକୁ ପ୍ରାୟ ୨ ବର୍ଷ ସମୟ ଲାଗିଥିଲା । ତେବେ ଏହି ପ୍ରକଳ୍ପ ନାମରେ ବିଜେଡି କରୁଥିବା ରାଜନୀତି ଆଶା ରୂପକ ଫଳ ଦେଇ ନପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି । ପରିକ୍ରମା ପ୍ରକଳ୍ପ ପାଇଁ ବିଜ୍ଞାପନରେ ପ୍ରାୟ ଦୁଇ ଶହ କୋଟି ଖର୍ଚ୍ଚ ହେବା ସତ୍ତ୍ୱେ କାହିଁକି…