ବିଜେଡ଼ିକୁ ଭାଙ୍ଗି ଦେବାକୁ ଭୟଙ୍କର ଷଡ଼ଯନ୍ତ୍ର, ଅପରେସନ ଲୋଟସକୁ ରୂପ ଦେବେ ଏହି ୩ ନେତା

ବଡ଼ ଭୂମିକାରେ ବୈଜୟନ୍ତଗୋଟିଏ ଗୁଳିରେ କରିବେ ଦୁଇ ଶିକାରନବୀନଙ୍କୁ ଧରାଶାୟୀ ସହ ବିଜେପିର ଏକ ନିର୍ଦ୍ଧିଷ୍ଟ ନେତାଙ୍କୁ ଏକ ଘରିକିଆ କରିବାକୁ ଉଦ୍ୟମଭୁବନେଶ୍ୱର- ବିଜୁ ଜନତା ଦଳ (ବିଜେଡି)କୁ ଭାଙ୍ଗି ଦିଆଯିବ। ଏହି କାର୍ଯ୍ୟ କେନ୍ଦ୍ରୀୟ ବିଜେପି ନେତୃତ୍ୱର ତତ୍ତ୍ୱାବଧାନରେ ଅତ୍ୟନ୍ତ ସତର୍କତାର ସହ କରାଯିବ। ନୂଆଦିଲ୍ଲୀରୁ ଏହାକୁ ନିୟନ୍ତ୍ରଣ କରିବେ ଗୃହ ମନ୍ତ୍ରୀ ଅମିତ ଶାହା। ସହାୟତା କରିବ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)। ଓଡ଼ିଶାରେ ଏହି ଅପରେସନକୁ ଚୂଡାନ୍ତ ରୂପ ଦେବେ କେନ୍ଦ୍ରାପଡ଼ା ବିଜେପି…

Read More

ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ହେଲେ ବିରୋଧୀ ଦଳ ନେତା …

ଭୁବନେଶ୍ୱର: ଲଗାତର ପାଞ୍ଚ ଥର ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କୁ ଏଣିକି ବିଧାନସଭାରେ ବିରୋଧୀ ଦଳର ନେତା ଆସନରେ ଦେଖିବାକୁ ମିଳିବ । ଆଜି ବିଜେଡି ବିଧାୟକ ଦଳ ବୈଠକରେ ତାଙ୍କୁ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ କରାଯାଇଛି । ସେ ହୋଇଛନ୍ତି ବିରୋଧୀ ଦଳର ନେତା । ଦଳର ବରିଷ୍ଠ ନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳ ଉପନେତା ଭାବେ ନିର୍ବାଚିତ ହୋଇଥିବା ବେଳେ ବିଂଝାରପୁରରୁ ନିର୍ବାଚିତ ଦଳର ବରିଷ୍ଠ…

Read More

ରାଜ୍ୟରେ ଚାଲୁ ରହିବ ବିଏସକେୱାଇ କାର୍ଡ; ସ୍ବାସ୍ଥ୍ୟ ବିଭାଗ

ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଚାଲୁ ରହିବନି ବୋଲି ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ଦେଇଥିବା ବେଳେ ଏକ ପ୍ରକାର ଗରିବ ଲୋକଙ୍କ ଚିନ୍ତା ବଢିଯାଇଥିଲା ।ତେବେ  ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ ସରକାର ବଦଳିବା ପରେ ଘରୋଇ ଡାକ୍ତରଖାନାଗୁଡ଼ିକ ବିଏସକେୱାଇ କାର୍ଡରେ ରୋଗୀଙ୍କ ଚିକିତ୍ସା କରୁ ନ ଥିବା ଅଭିଯୋଗ ଆସିଥିଲା। ଏହା ଉପରେ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ ରଖିଛି।…

Read More

ବବିଙ୍କ ପାଇଁ ଭୋଟ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …

ଭୁବନେଶ୍ବର :ରାଜ୍ୟରେ ଦ୍ବିତୀୟ ପର୍ଯ୍ୟୟ ମତଦାନ ସରିଥିବା ବେଳେ ତୃତୀୟ ପର୍ଯ୍ୟୟ ମତାଦାନକୁ ଆଉ ଖୁବ୍ କମ୍ ଦିନ ରହିଲା । 25 ତାରିଖରେ ହେବାକୁ ଥିବା ଏହି ପର୍ଯ୍ୟୟରେ ଢେଙ୍କାନାଳ ,କେନ୍ଦୁଝର, କଟକ ,ପୁରୀ ,ଭୁବନେଶ୍ବର ଓ ସମ୍ବଲପୁର ସମେତ 6ଟି ଲୋକସଭା ଆସନରେ ଭୋଟ ହେବ । ତେବେ ସମ୍ବଲପୁର ଲୋକସଭା ଆସନରେ  ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ଭୋଟ ଦେବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ…

Read More

୭ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡ଼ି , ଜାଣନ୍ତୁ କାହାକୁ କେଉଁଠି ମିଳିଛି ଟିକେଟ୍ …

ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛିନ୍ତି ମୁଖ୍ୟମନ୍ତୀ ନବାନ ପଟ୍ଟନାୟକ । ପୂର୍ବରୁ ୧୩୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଇଥିଲା ବିଜେଡି ବାକି ୧୨ ସିଟରୁ ଆଜି ୬ଟି ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତେବେ ଆଉ ୬ଟି ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଲା। ପୁଣିଥରେ କାକଟପୁରରୁ ଲଢ଼ିବେ ତୁଷାରକାନ୍ତି ବେହେରା । ମନ୍ତୀ ତୁଷାରକାନ୍ତିଙ୍କ ଉପରେ ପୁଣି ଆସ୍ଥା…

Read More

୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ନେଇ ଘୋଷଣା …

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରିଟି ଜିଲାର ପାଞ୍ଚ ଟି ଏନଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼ ମୟୁରଭଞ୍ଜ ର କରଞ୍ଜିଆ ବଲାଙ୍ଗିର ର କଣ୍ଟାବାଞ୍ଝି ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଆସ୍କା ଏନଏସି କୁ ମୁନିସିପାଲିଟି କୁ ଉନ୍ନୀତ କରାଯାଇଛି। ଫାଇବି-ଟି ଅଧ୍ୟକ୍ଷଙ୍କ  କାର୍ତ୍ତିକ ପାଣ୍ଡିଆନ୍ ଙ୍କ ବିଭିନ୍ନ…

Read More

ଦିନକ ପରେ ହେବ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ , ପୁରୀକୁ ବିଶ୍ବର ଶ୍ରେଷ୍ଠ ସହରରେ ପରିଣତ କରିବା ପାଇଁ ଏମାନଙ୍କ ସାହାଯ୍ୟ ଲୋଡିଲେ ପାଣ୍ଡିଆନ …

ଆଉ ମାତ୍ର ଦିନକ ପରେ ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହେବ ଆଉ ଏକ ଇତିହାସର ଫର୍ଦ ।ରାଜ୍ୟ ସରକାରଙ୍କ ସ୍ବପ୍ନ ହେବ ପୂରଣ । ଆସନ୍ତାକାଲି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ।ଗତକାଲି ଠାରୁ ଚାଲିଥିବା  ତ୍ରିଦିନାତ୍ମକ ହୋମଯଜ୍ଞର ଆଜି ହେଉଛି ଦ୍ୱିତୀୟ ଦିନ । ଶ୍ରୀମନ୍ଦିର ଚାରିଦ୍ୱାରରେ ଚାଲିଛି ବେଦପାଠ । ହୋମଯଜ୍ଞରେ ପ୍ରକଂପିତ ହେଉଛି ପୁରୀ  । ଗତକାଲି ସୂର୍ଯ୍ୟୋଦୟରୁ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ହୋଇଥିଲା…

Read More

ମା’ମାଣିକେଶ୍ବରୀ ନାମରେ ନାମିତ ହେଲା କଳାହାଣ୍ଡି ବିଶ୍ବବିଦ୍ୟାଳୟ

  ଭବାନୀପାଟଣା; ପରିର୍ତ୍ତନ ହେଲା କଲାହାଣ୍ଡି ବିଶ୍ବବିଦ୍ୟାଳୟର ନାମ  । ଜିଲ୍ଲାର ଅଧିଷ୍ଠାତି ଦେବୀ ମା  ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ନାମରେ ନାମିତ ହେଲା କଳାହାଣ୍ଡି ବିଶ୍ବବିଦ୍ୟାଳୟ।ଏହା ରାଜ୍ୟର ପ୍ରଥମ ବିଶ୍ବବିଦ୍ୟାଳୟ ଯାହା କୌଣସି ଦେବୀଙ୍କ ନାମରେ ନାମିତ କରାଯାଇଛି ।  ଏନେଇ ଉଛଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ ସମୁଦାୟ ୫୦ଟି କଲେଜକୁ ନେଇ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କର ଗତ…

Read More