
ଏହି ତିନି ଯୁବତୀଙ୍କ ପ୍ରଦର୍ଶନ ଉପରେ ରହିବ ସଭିଙ୍କ ନଜର….
ଚଳିତ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିବ। ହେଲେ ସେମାନଙ୍କ ମଧ୍ୟରୁ ତିନୋଟି ଯୁବ ଚେହେରାଙ୍କ ଉପରେ ଟିକେ ବେଶୀ ନଜର ରହିବ। ପୂର୍ବାପେକ୍ଷା ଦଳ ଗୁଡ଼ିକ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ତିନି ଉଚ୍ଚ ଶିକ୍ଷିତା ମହିଳା ପ୍ରଥମ ଥର ପାଇଁ ନିର୍ବାଚନ ଲଢିପାରନ୍ତି। ଏହି ତିନି ଜଣେ ହେଲେ ନବରଙ୍ଗପୁର ଡାବୁ ଗାଁର ଡାକ୍ତର ଲିପିକା ମାଝୀ…