AI ଦୂରୁପଯୋଗ : ଭୟଭୀତ ମହିଳା; ଚିନ୍ତା ବଢ଼ାଇଲାଣି ଡିପ୍ଫେକ୍ ଫଟୋ, ଭିଡିଓ … Viral ଡ଼ର
ଭୁବନେଶ୍ବର(ଐଶ୍ଵର୍ଯ୍ୟା ପରିଜା): ଡିଜିଟାଲ ଯୁଗରେ ସବୁକିଛି ହାତ ପାହାନ୍ତାରେ ମିଳୁଛି । ଯାହା ସାଧାରଣ ଜୀବନକୁ ଯେତିକି ସହଜ କରିଛି ସେତିକି ବିପଦ ମଧ୍ୟ ବଢାଇଛି । ଡିଜିଟାଲ ଯୁଗରେ ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି । ଆଜିର ପ୍ରଯୁକ୍ତିବିଦ୍ୟା କେତେବେଳେ ସଶକ୍ତିକରଣ ତ ଆଉ କେତେବେଳେ କାହା ପାଇଁ ଶୋଷଣର ମାଧ୍ୟମ ସାଜିଛି । ସାଇବର ଧମକ, ଡିଜିଟାଲ ଷ୍ଟକିଂ, ସୋସିଆଲ ମିଡ଼ିଆ ଟ୍ରୋଲ, ବ୍ୟକ୍ତିଗତ ଡାଟାର ଦୁରୂପଯୋଗର ଶିକାର ହେଉଛନ୍ତି । ବିଶେଷ କରି ଏବେ…
