ନେପାଳ ନୂଆ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଓ ଆହ୍ୱାନ
କାଠମାଣ୍ଡୁ : (ବିଜୟ ସାହୁ)-ପ୍ରେସିଡେଣ୍ଟ ରାମଚନ୍ଦ୍ର ପୌଡେଲ ଗତକାଲି ପୂର୍ବତନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଶ୍ରୀମତୀ ସୁଶୀଲା କାର୍କିଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବରେ ଶପଥପାଠ କରାଇଛନ୍ତି ।ଓ ଶପଥପାଠ ପରେ ରାଷ୍ଟ୍ରପତି ପାର୍ଲିଆମେଣ୍ଟକୁ ଭାଙ୍ଗି ଦେଇଛନ୍ତି ।ଆଗାମୀ 5 ମାର୍ଚ୍ଚ 2026ରେ ନିର୍ବାଚନ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଆମେ ଆଶା କରିବା ନେପାଳର ପ୍ରଥମ ମହିଳା ମୁଖ୍ୟ ନ୍ୟାୟାଧୀଶ ଓ ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀମତୀ କାର୍କିନେପାଳ ଜନତାଙ୍କ ଦାବୀ ଅନୁଯାୟୀ କାର୍ଯ୍ୟ କରିବେ ।କିନ୍ତୁ…
