Netflixରେ ମନ ଜିଣୁଛି Web Series ବ୍ଲାକ ଓ୍ୱାରେଣ୍ଟ (Black Warrant)

ଭୁବନେଶ୍ୱର : (ଜୟନ୍ତ ସେଠ) – ଯେଉଁମାନେ ଅଶୀ ଦଶକରେ ସ୍କୁଲ କିମ୍ବା କଲେଜରେ ପଢ଼ିଥିବେ, ସେମାନଙ୍କୁ ଏଇ ଲେଖାଟି ନିଶ୍ଚୟ ଅତୀତକୁ ଫେରାଇ ନେବାରେ ସାହାଯ୍ୟ କରିବ l ମୋର ମନେ ଅଛି, ଚତୁର୍ଥ ଶେଣୀରେ ପଢ଼ିଲା ବେଳେ ୧୯୮୨ ମସିହା ଡିସେମ୍ବର ୩୦ ତାରିଖ ପରଦିନ ଇଂରାଜୀ ବର୍ଷର ଶେଷ ଦିନ ପାଳନ ପାଇଁ ଯେତିକି ଉତ୍ସାହ ନଥାଏ, ତା ‘ ଠାରୁ ବେଶୀ ଉତ୍କଣ୍ଠା ଥାଏ, ସେ ସମୟର ସବୁଠୁ ଚର୍ଚ୍ଚିତ ହତ୍ୟାକାରୀ…

Read More

କେଜ୍ରିୱାଲଙ୍କୁ ଜୁନ୍ ୧ ପର୍ଯ୍ୟନ୍ତ  ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ …

ନୂଆଦିଲ୍ଲୀ ; ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଅର୍ଥ ହେରଫେର ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ତାଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି । କେଜ୍ରିୱାଲ୍‌ଙ୍କୁ ଏହି ଜାମିନ୍‌ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ମିଳିଛି। କେଜ୍ରିୱାଲଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଅନ୍ତରୀଣ ଜାମିନ ଆବେଦନ ଉପରେ ଶୁଣାଣି କରିଛନ୍ତି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତ।  ଦିଲ୍ଲୀର ମଦ ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଚାଲିଥିବା ଲୋକସଭା ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ…

Read More

ବଦଳିବେ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ…..ନୂଆ ମୁଖ୍ୟମନ୍ତ୍ରୀ କିଏ ?

ନୂଆଦିଲ୍ଲୀ : ଗୁରୁବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ କେନ୍ଦ୍ରୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା ପାଇଁ ଡାକିଛି।  କିଛି ଘଣ୍ଟାର ଜେରା ପରେ ତାଙ୍କୁ ଗିରଫ କରାଯିବାର ଯୋଜନା କରାଯାଉଥିବା ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ସତ୍ୟେନ୍ଦ୍ର ଜୈନ, ମନୀଷ ସିସୋଦିଆ, ସଞ୍ଜୟ ସିଂ ଜେରା ହେବା ସହ ହାଜତକୁ ଯାଇ ସାରିଛନ୍ତି। ଅରିବନ୍ଦଙ୍କ ଗିରଫଦାରୀ ନେଇ ଗତକାଲି ଆପ୍ ନେତ୍ରୀ ଆତିଶ୍ ଏବଂ ବୁଧବାର ରାଜ୍ୟସଭା ଏମପି ରାଘବ…

Read More