
ଆପଣ ମାନେ ବହୁତ ବୋକା ହେଲେଣି, ଏବେ ତ ବୁଝନ୍ତୁ….
ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ )-ଏମିତି ନୁହେଁ ଯେ ମନମୋହନ ସିଂହ ପୁରାପୁରି ଜଣେ ମହାନ୍ ପ୍ରଧାନମନ୍ତ୍ରୀ ଥିଲେ ଓ ତାଙ୍କ ଶାସନ ସମୟରେ କିଛି ଖରାପ ନଥିଲା। ସେ ସମୟରେ ତାଙ୍କ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ହୋଇଥିଲା ଓ ମିଡ଼ିଆ ସେ ଆନ୍ଦୋଳନକୁ ସମର୍ଥନ କରିଥିଲା। ଏହା କ଼ଂଗ୍ରେସ କିମ୍ବା ମନମୋହନ ସିଂହଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ନଥିଲା। ଏହା ସ୍ବାଭାବିକ ଥିଲା। ଏମିତି ନୁହେଁ ଯେ ଭାରତରେ ଆଗରୁ କେବେ ଆନ୍ଦୋଳନ ହୋଇ ନଥିଲା ଓ…