ମହାମହିମ, ମୋଦି ଓ ମୋହନଙ୍କ ନୀରବତା, ନ୍ୟାୟ ପାଇବେ ତ ଲେଖାଶ୍ରୀ

ବାଲେଶ୍ୱର : (ଲେଖାଶ୍ରୀ ସାମନ୍ତସିଂହାର)-ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆ 02 July 2025 ରେ ମୋ ପ୍ରତି ଦେଇଥିବା ଅଶାଳୀନ, ଅଭଦ୍ର ମନ୍ତବ୍ୟ ଓ ଚରିତ୍ର ସଂହାର ପ୍ରତିବାଦରେ ମୁଁ 04 July ରେ ମହିଳା ଥାନାରେ FIR ଦେଇଥିଲିl କିନ୍ତୁ ପୁଲିସ ଏଇ ଘଟଣାକୁ ତଦନ୍ତ କରିବା ପାଇଁ କୌଣସି ପଦକ୍ଷେପ ନେଲା ନାହିଁ ଏବଂ ପରବର୍ତ୍ତୀ ସମୟରେ ମୁଁ ରାଜ୍ଯ ମହିଳା ଆୟୋଗ, ରାଷ୍ଟ୍ରୀୟ ମହିଳା ଆୟୋଗ, DGP , ରାଜ୍ୟପାଳ, ବାଚସ୍ପତି…

Read More

ବିଜେପି ବିଧାୟକ ସୁକାନ୍ତ ନାୟକଙ୍କୁ ନେବ ବିଜେଡି, ବବି କଲେ ଫାଇନାଲ

ଭୁବନେଶ୍ୱର : ବର୍ତ୍ତମାନର ବିଜେପି ବିଧାୟକ ତଥା ନୀଳଗିରି ପ୍ରତିନିଧି ସୁକାନ୍ତ ନାୟକ ଖୁବଶୀଘ୍ର ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି। ଗତଥର ଶେଷ ମୂହୁର୍ତ୍ତରେ ଶ୍ରୀ ନାୟକ ବିଜେପି ଯାଇ ପଦ୍ମ ଚିହ୍ନରେ ଲଢି ବିଜୟ ହୋଇଥିଲେ। ବର୍ତ୍ତମାନ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ବିଧାନସଭା ଲଢିବାକୁ ଚାହୁଁଛନ୍ତି। ସେ ନୀଳଗିରିକୁ ଫେରି ପାରନ୍ତି। ତେଣୁ ସୁକାନ୍ତ ତାଙ୍କ ଟିକେଟ୍ ନେଇ ଏତେଟା ସୁଦୃଢ ନୁହଁନ୍ତି। ସେହିପରି ପୂର୍ବରୁ ବିଜେଡିରେ ରହିଥିବାରୁ ଘରବାହୁଡ଼ା ଏତେଟା ଅସୁବିଧା ହେବ…

Read More