୪୧ଟି ଔଷଧର ମୂଲ୍ୟ ହ୍ରାସ କଲେ ସରକାର …

କେତେକ ରୋଗର ଚିକିତ୍ସାରେ ବ୍ୟବହୃତ ହେଉଥିବା  ଔଷଧର ମୂଲ୍ୟ ହ୍ରାସ କରିବା ନେଇ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ୪୧ ଟି ଔଷଧ ଏବଂ ୬ଟି ଫର୍ମୁଲେସନର ମୂଲ୍ୟକୁ କମ କରାଯିବା ନେଇ ସ୍ଥିର କରିଛି କେନ୍ଦ୍ର ସରକାର। ମଧୁମେହ, ହୃଦୟ ଓ ଯକୃତ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ୬ଟି ଫର୍ମୁଲେସନର ମୂଲ୍ୟ ମଧ୍ୟ ହ୍ରାସ କରାଯାଇଛି। ଦର ହ୍ରାସ ନିଷ୍ପତ୍ତି ପରେ ଆଣ୍ଟାସିଡ୍, ମଲ୍ଟିଭିଟାମିନ୍ ଓ ଆଣ୍ଟିବାୟୋଟିକ୍ ଭଳି ଔଷଧ ଶସ୍ତା ହେବ। ନ୍ୟାସନାଲ…

Read More