ପୋଷ୍ଟ ଅଫିସ୍ ର ଏହି ସ୍କିମ୍ ଭଲ ରିଟର୍ଣ୍ଣ ସହ ସଞ୍ଚୟର ଦେଉଛି ଗ୍ୟାରେଣ୍ଟି …

ଡାକଘରର ତାର ଛୋଟ ସଞ୍ଚୟ ଯୋଜନା ପାଇଁ ବେଶ୍ ଲୋକପ୍ରିୟତା ଗ୍ରହଣ କରିଛି| ଏହି ଯୋଜନାଗୁଡିକରେ ବିନିଯୋଗ କରିବାର ସବୁଠାରୁ ବଡ ସୁବିଧା ହେଉଛି ଏଥିରେ ଟଙ୍କା ସୁରକ୍ଷିତ ରହିବା ସହ ରିଟର୍ଣ୍ଣ ମଧ୍ୟ ଭଲ ମିଳିଥାଏ |ତେବେ ଡାକଘର ସବୁ ଯୋଜନା ପରି ଜାତୀୟ ସଞ୍ଚୟ ପ୍ରମାଣପତ୍ର (NSC) ମଧ୍ୟ ଏକ ଯୋଜନା | ଜାତୀୟ ସଞ୍ଚୟ ପ୍ରମାଣପତ୍ର (NSC) ସରକାରଙ୍କ ଦ୍ୱାରା ପରିଚାଳିତ | ଏହାର ସୁଧ ହାର ସରକାର ପ୍ରତି ତିନି ମାସରେ…

Read More