ନୂଆପଡା : ନ ଦେଖିଲା ଓଉ ଛ ଫଡା , ଅଯଥାରେ ବାଉଳା ହେଉଛନ୍ତି କି?

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ)- ନୂଆପଡା ନିର୍ବାଚନର ଫଳ ଯାହା ହେଉ ନାହିଁ ନା କାହିଁକି, ଏହାର ଓଡିଶା ରାଜନୀତି ଉପରେ ଜିରୋ ପ୍ରଭାବ ପଡିବ । ସରକାରର ସ୍ଥିରତା ଉପରେ ଜିରୋ ପ୍ରଭାବ । ୨୦୨୯ ବିଧାନସଭା ନିର୍ବାଚନ ସହିତ ଏହାର କୌଣସି ସମ୍ପର୍କ ନାହିଁ କାରଣ ୨୦୨୯କୁ ଲମ୍ବା ସମୟ ବାକି ଅଛି । ଓଡିଶାର ଅର୍ଥନୀତି, ଏପରିକି ନୂଆପଡାର ଅର୍ଥନୀତି ଉପରେ ଏହାର ପ୍ରଭାବ ଜିରୋ ରହିବ ।‌ କୌଣସି ଫିଲ୍ମଷ୍ଟାର, କ୍ରିକେଟ…

Read More

ପଶ୍ଚିମ ଓଡ଼ିଶା ବହୁ ବିଧାନସଭା ଆସନରେ ବିଜେଡ଼ିର ଭୋଟ ହ୍ରାସ ପାଉଛି

ଭୁବନେଶ୍ୱର:  ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତି ପୁଣି ସରଗରମ ହେବାରେ ଲାଗିଛି। କିଛି ଦିନ ତଳେ ପ୍ରକାଶ ପାଇଥିବା ଛତିଶଗଡ ନିର୍ବାଚନ ଫଳାଫଳ ରାଜ୍ୟ ବିଜେପିକୁ ମନସ୍ତ୍ୱାତ୍ତିକ ଫାଇଦା ପ୍ରଦାନ କରାଯାଇଛି। ଛତିଶଗଡ଼ ବିଜୟ ପରେ ଦଳର ଦୁଇ ବରିଷ୍ଠ ନେତାଙ୍କ ବକ୍ତବ୍ୟରୁ ଏହା ସ୍ପଷ୍ଟ ଅନୁମେୟ। ପ୍ରଦୀପ ପୁରୋହିତ କହିଛନ୍ତି ଯେ, ବିଜେଡିକୁ ହଜମ ହୋଇନାହିଁ କଂଗ୍ରେସର ଛତିଶଗଡ଼ ପରାଜୟ। ତେଣୁ ଦଳ କଂଗ୍ରେସ ସହ ଭିତିରିଆ ମେଣ୍ଟ କରି ପଶ୍ଚିମ ଓଡ଼ିଶାର ଆସନ…

Read More