ICC ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନର ମାଷ୍ଟର ପ୍ଲାନ୍ ! ଇଣ୍ଡିଆ ପାଇଁ କ୍ଷତି?

ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବା ପାଇଁ ଆଉ ମାତ୍ର କିଛି ମାସ ବାକି ରହିଲା| ଏଥି ସହିତ ପାକିସ୍ତାନ ଏହି ଟୁର୍ନାମେଣ୍ଟ ଆୟୋଜନ କରିବ। ଦୀର୍ଘ ସମୟ ପରେ ପାକିସ୍ତାନ କୌଣସି ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛି। ତେବେ ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳର ପାକିସ୍ତାନ ଗସ୍ତକୁ ନେଇ ସନ୍ଦେହରେ ରହିଛି। ଭାରତ କହିଛି ଯେ ସୁରକ୍ଷା ଦୃଷ୍ଟିରୁ ଆମେ ପାକିସ୍ତାନ ଗସ୍ତ କରିବୁ ନାହିଁ। ଆଇସିସି ଚାମ୍ପିଅନ୍ସ ଟ୍ରଫି ଏକ…

Read More

୧୨ ବର୍ଷ ଓ ୧୮ ସିରିଜ ପରେ ହାରିଲା ଭାରତ

ପୁନେ; ଦୀର୍ଘ ୧୨ ବର୍ଷ ପରେ ଘରୋଇ ସିରିଜ ହାରିଲା ଟିମ ଇଣ୍ଡିଆ ।  ଦ୍ୱିତୀୟ ଟେଷ୍ଟରେ ଭାରତକୁ  ୧୧୩ ରନରେ ହରାଇ ପ୍ରଥମ ଥର ଭାରତ ମାଟିରେ ଟେଷ୍ଟ ସିରିଜ ଜିତିଲା ନ୍ୟୁଜିଲ୍ୟାଣ୍ତ  । ଏହା ସହ ଭ୍ରମଣକାରୀ ଦଳ ନ୍ୟୁଜିଲ୍ୟାଣ୍ଡ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ଭାରତର ଏହି ପରାଜୟ ଐତିହାସିକ କାରଣ ୨୦୧୨ ପରେ ଟିମ୍ ଇଣ୍ଡିଆ କ୍ରମାଗତ ୧୮ ଟି ଘରୋଇ ସିରିଜ୍ ଜିତିଥିଲା, କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଏହି ସିରିଜରେ…

Read More