
ପୁଣି ପାକିସ୍ତାନରେ ଖେଳାଳିଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ?
ପାକିସ୍ତାନ: ୨୪ ଫେବୃଆରୀରେ ପାକିସ୍ତାନର ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫିର ଷଷ୍ଠ ମ୍ୟାଚ୍ରେ, ଖେଳାଳିଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ତ୍ରୁଟି ଦେଖାଯାଇଥିଲା। ଏହି ମ୍ୟାଚ୍ରେ, ଯେତେବେଳେ ନ୍ୟୁଜିଲାଣ୍ଡ ଦଳ ଟାର୍ଗେଟର ପିଛା କରୁଥିଲା, ଜଣେ ଦର୍ଶକ ହଠାତ୍ ହାତରେ ଏକ ପୋଷ୍ଟର ଧରି ପିଚ୍ରେ ପହଞ୍ଚିଗଲେ। ଏହି ଅଜବ ଘଟଣା ପରେ, ପଡ଼ିଆରେ ଉପସ୍ଥିତ ସମସ୍ତ ଖେଳାଳି ଟିକେ ନର୍ଭସ ହୋଇଗଲେ ଏବଂ ଏହି ଘଟଣା ପରେ…