ସୁଦେବ କୁମାର ପୃଷ୍ଟି ଚଳିତ ବର୍ଷର ଓସିଏସ୍ ଟପ୍ପର

କଟକ : ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୧ର ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ମୋଟ ୪୩୨ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ  ମୋଟ୧୬୪ ଜଣ ଝିଅ ଅଛନ୍ତି। ସୁଦେବ କୁମାର ପୃଷ୍ଟି ଚଳିତ ବର୍ଷ ଓପିଏସସି ପରୀକ୍ଷୀରେ ଟପ୍ପର ହୋଇଛନ୍ତି।  ସେହିପରି ପ୍ରଥମ ୧୦ଟି ସ୍ଥାନରେ ୫ ପୁଅ ଓ ୫ ଝିଅ ଅଛନ୍ତି। ସୁଚିସ୍ମିତା ପାଣିଗ୍ରାହୀ ତାଲିକାର ଦ୍ୱିତୀୟ ସୋଥାନରେ ଥିବା ବେଳେ ପ୍ରଣବ…

Read More

ଆମ ଜିଲ୍ଲାରେ ଆମ ମନପସନ୍ଦର ଅଧିକାରୀଙ୍କୁ ନିଯୁକ୍ତି ଦିଅ

ଭୁବନେଶ୍ୱର – ନିର୍ବାଚନ ପାଖେଇ ଆସିଲାଣି ।  ରାଜ୍ୟ ସରକାର ଆଗୁଆ ନିର୍ବାଚନ ନେଇ ଅଣ୍ଟା ଭିଡିଛନ୍ତି। ଏହି କଥା ପରୋକ୍ଷରେ କେତେକ ବିଜେଡି ନେତାମାନଙ୍କୁ କୁହାଗଲାଣି । ଏସବୁ  ମଧ୍ୟରେ ନେତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଏକ ନିର୍ଦ୍ଦିଷ୍ଟ ଆପତ୍ତି ଅଭିଯୋଗ କରିଛନ୍ତି । ରାଜ୍ୟରେ ଅଫିସର ରାଜ ଚାଲିଥିବା ଏକ ଧାରଣା ବିରୋଧି ସୃଷ୍ଟି କରିଛନ୍ତି । ତେଣୁ ଏହାକୁ ଚେକ୍ ଦେବାକୁ ହେବ । ତେଣୁ ଅନ୍ତଃତ ଜିଲ୍ଲାସ୍ତରରେ ହେଉଥିବା ଅଦଳବଦଳରେ ନେତାଙ୍କ…

Read More