
ବାରବାଟୀ ଆଉ ନଦେଖି ପାରେ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ,ପୁଣି ଥରେ ବିଦେଶୀଙ୍କ ଆଗରେ କଟିଲା ନାକ
କଟକ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୯ ତାରିଖରେ ହୋଇଥିବା ଦିନିକିଆ ମ୍ୟାଚକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଓ ବିତର୍କ। ୪ ୱିକେଟରେ ଏହି ମ୍ୟାଚକୁ ଜିତିଥିବା ଭାରତୀୟ ଦଳ କିନ୍ତୁ ବାରବାଟୀରେ ଖୁସି ନଥିଲେ। ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ ମ୍ୟାଚ ତ ଜିତିଲେ କିନ୍ତୁ ଖୁସି କାହିଁ ନଥିଲେ? ସୂଚନାଯୋଗ୍ୟ ଅଧିନାୟକ ରୋହିତ ଶର୍ମା ଗୋଟିଏ ପଟେ ବିସ୍ଫୋରକ ବ୍ୟାଟିଂ କରି ପରିବେଶକୁ ଗରମ କରିବା ବେଳକୁ ଠିକ୍ ସେତିକି…