ଚାଲନ୍ତୁ, ଆମ ଭାଷାରେ ଉତ୍କୃଷ୍ଟ ସିନେମା କରିବା

ଭୁବନେଶ୍ୱର : ( ରଙ୍ଗା ଚରଣ ପ୍ରଧାନ )- ସତ୍ୟଜିତ ରାୟଙ୍କର ପ୍ରତ୍ୟେକଟି ସିନେମା ବଙ୍ଗଳା ଉପନ୍ୟାସ ଉପରେ ଆଧାରିତ ଥିଲା। ବାଣିଜ୍ୟିକ ସଫଳତା ପାଇଥିଲା। ଗୋଟିଏ ଦିଗରେ ଅନେକ ବଙ୍ଗଳା ସିନେ କଳାକାର ବମ୍ବେ ଯାଇ ହିନ୍ଦି ସିନେମା ପାଇଁ କାମ କରିଥିଲେ ମଧ୍ୟ ସେମାନେ ବଙ୍ଗଳା ସିନେମା ପାଇଁ ମଧ୍ୟ ସମାନ ସମୟରେ କାମ କରୁଥିଲେ। ସତ୍ୟଜିତ ରାୟ ମାତ୍ର ଗୋଟିଏ ହିନ୍ଦି ସିନେମା ବନାଇ ଥିଲେ । କେବଳ ବଙ୍ଗଳା ସିନେମା କରି…

Read More

*୩୩ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର * ୨୦୨୧ ବର୍ଷ ପାଇଁ ସୁଧନ୍ୟା କ୍ରିଏଟିଭସ୍ ପ୍ରଯୋଜିତ ‘ବିଶ୍ୱାସ’ – ଦ ଲାଇଟ ଓଭର ଡାର୍କନେସ ଚଳଚ୍ଚିତ୍ରକୁ ୩ ବର୍ଗରେ ପୁରସ୍କାର

ଭୁବନେଶ୍ୱର, ୧୫/୧୧- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଗତ ନଭେମ୍ବର ୧୪ ତାରିଖ ଦିନ ଘୋଷଣା କରାଯାଇଥିବା ୩୩ ତମ ରାଜ୍ୟ ଚଳଚିତ୍ର ପୁରସ୍କାର – ୨୦୨୧ ବର୍ଷ ପାଇଁ ସୁଧନ୍ୟା କ୍ରିଏଟିଭସ୍ ପ୍ରଯୋଜିତ ‘ବିଶ୍ୱାସ’ – ଦ ଲାଇଟ ଓଭର ଡାର୍କନେସ ଚଳଚ୍ଚିତ୍ରଟିକୁ ତିନୋଟି ବର୍ଗରେ ପୁରସ୍କାର ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି । ବିଶ୍ୱାସ ଚଳଚିତ୍ରର ନିର୍ଦେଶକ, ଚିତ୍ରନାଟ୍ୟ, ଗୀତିକାର ଓ ସଂଳାପକାର ଶ୍ରୀ ଚିନ୍ମୟ…

Read More

ଦେବାନନ୍ଦଙ୍କ ଘରୁ ଫଟୋ ନେଇ ଆସିଥିଲା ପୁରୀ ଏସସିଏସ୍ କଲେଜ ପିଲା..ପୁଲିସ୍ ତା’ପରେ କ’ଣ କଲା…ଜାଣନ୍ତୁ

ଭୁବନେଶ୍ୱର : ପୁରୀ ଏସସିଏସ୍ କଲେଜର ଜଣେ ଛାତ୍ର ଗ୍ରୀଷ୍ମ ଛୁଟିରେ ବମ୍ବେ ଚାଲିଗଲା । ସେଠାରେ ସେ ଦେବାନନ୍ଦଙ୍କ ପିଛା କରିବାକୁ ଲାଗିଲା । କିଛି ଦିନ ପରେ ଦେବାନନ୍ଦ ଏହା ଜାଣି ପାରିଲେ । ସେ ପଚାରିବାରୁ ଆମର ଏହି ଓଡ଼ିଆ କଲେଜ୍ ଛାତ୍ର କହିଲା ସେ ହେଉଛି ଦେବାନନ୍ଦଙ୍କର ବହୁତ ବଡ଼ ଫ୍ୟାନ୍ ଓ ଓଡ଼ିଶାରୁ ଆସିଛି । କିଛି ଦିନ ପରେ ଓଡ଼ିଶା ଫେରିଯିବ । ଦେବାନନ୍ଦ ତାକୁ ଘରେ ଆଶ୍ରୟ…

Read More

ରାଜ୍ୟରେ ଜିଲ୍ଲା ସଂଖ୍ୟା ଠାରୁ କମ୍ ରହିଛି ସାଧାରଣ ପାଠାଗାର, ଓଡ଼ିଶାଠୁ ଗୋଆ ଭଳି କ୍ଷୁଦ୍ର ରାଜ୍ୟରେ ଅଧିକ ଲାଇବ୍ରେରୀ

ଭୁବନେଶ୍ୱର :  ଓଡ଼ିଆ ଛାତ୍ର କିମ୍ବା ଲୋକ ପାଠାଗାର(ଲାଇବ୍ରେରୀ)ରେ ପଢିବାକୁ ଏତେଟା ଆଗ୍ରହ ଦେଖାନ୍ତି ନାହିଁ । ଲୋକସଂଖ୍ୟା, ଜନସଂଖ୍ୟା, ଶିକ୍ଷାନୁଷ୍ଠାନ ଗୁଡିକ ଥିବା ସତ୍ତ୍ୱେ ସାର୍ବଜନୀନ ପାଠାଗାରର ଗୁରୁତ୍ୱ ନାହିଁ। ଅଧିକରୁ ଅଧିକ ପାଠାଗର ଗଢିବା ପାଇଁ ମଧ୍ୟ ସାଧାରଣ ଦାବି ମଧ୍ୟ ନାହିଁ। ତେଣୁ ଓଡ଼ିଶାରେ ଜିଲ୍ଲା ସଂଖ୍ୟାରୁ ମଧ୍ୟ କମ୍ ସଂଖ୍ୟକ ସର୍ବସାଧାରଣ ପାଠାଗାର ରହିଛି। ଏକଥା ଆମେ କହୁନାହୁଁ। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଉପଲବ୍ଧ ତଥ୍ୟରୁ ଏହା ଜଣାପଡିଛି।…

Read More