
ବିଶ୍ବକପରେ ଅନ୍ୟ ଦଳ ମାନଙ୍କ ପାଇଁ ବିପଦ ଆଣିପାରନ୍ତି ଏହି ଖେଳାଳି …
ଦିନିକିଆ ବିଶ୍ବକପ ପାଇଁ ଆଉ ବାକି ରହିଲା କିଛି ସପ୍ତାହ । ତେବେ ଏହାରି ଭିତରେ ସବୁ ଦଳର ବୋର୍ଡ ଦଳ ମାନଙ୍କ ଅଭ୍ୟାସ ଜାରି ରଖିବା ପାଇଁ ଜଣେ ଅନ୍ୟ ଜଣଙ୍କ ସହ ଶୃଙ୍ଖଳାର ଆୟୋଜନ କରାଯାଉଛି । ଏହି ସମୟରେ ଭାରତୀୟ ଦଳ ସମେତ ପାଞ୍ଚଟି ଦଳ ଏସିଆ କପ ଖେଳୁଥିବା ବେଳେ ଅନ୍ୟ ବିଦେଶୀ ଦଳ ଦ୍ବିପାକ୍ଷିକ ଶୃଙ୍ଖଳାରେ ବ୍ୟସ୍ତ ଅଛନ୍ତି । ସେହିପରି ନ୍ୟୁଜିଲ୍ୟାଣ୍ଡ ଦଳ ଏବେ ଇଂଲଣ୍ଡ ଗସ୍ତରେ ୪…