ନୂଆ ସିନେମା Dustbinର ସମୀକ୍ଷା

ଭୁବନେଶ୍ୱର : ( ଦେବଦତ୍ତ ପତି )-କୋଟିଏ ଟଙ୍କାର ପ୍ରଶ୍ନ| ତେବେ ଗତକାଲି ଏକ ସଂଗେ ପ୍ରେକ୍ଷାଳୟକୁ ଆସିଛି ୩ଟି ନୂଆ ସିନେମା| ଏହା ନିଶ୍ଚିତ ଭାବେ ଓଡ଼ିଆ ସିନେ ପ୍ରେମୀମାନଙ୍କ ପାଇଁ ସୁଖଦ ଖବର| ଯଦିଓ ବ୍ୟାବସାୟିକ ଦୃଷ୍ଟିକୋଣରୁ ଏହା ସାମାନ୍ୟ ରିସ୍କ, ତଥାପି ଏହି ରିସ୍କ ନେଇଛନ୍ତି ତିନୋଟି ସିନେମାର ପ୍ରଯୋଜକ ଓ ବିତରକ, ଯାହା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ଉଦାହରଣ| ଆମ ଦର୍ଶକମାନେ ତିନୋଟି ନୂଆ ସିନେମା ଦେଖିବେ ଓ ପରଖିବେ|ମୋତେ…

Read More

କେମିତି ହୋଇଛି ‘ପାଦେ ଆକାଶ’

ଭୁବନେଶ୍ୱର : (ଜୟନ୍ତ ସେଠ )-ସିନେମାପ୍ରେମୀ ଭାବେ ଯେତେବେଳେ ଦୁଇଶହ ଟଙ୍କା ଖର୍ଚ୍ଚ କରି, ବହୁତ କଷ୍ଟ ରେ ତିନି ଘଣ୍ଟା ସମୟ ବାହାର କରି ଯେତେବେଳେ ଵି ସିନେମା ଦେଖେ, ଗୋଟେ ଆଶା ଥାଏ ମୋ ସମୟ ଆଉ ଟଙ୍କା ପାଣିରେ ନ ପଡ଼ୁ l ଆଉ ଯେତେବେଳେ ସିନେମା ଭଲ ଲାଗିଛି, ମନକୁ ଛୁଇଁଛି, ସୋସିଆଲ ମିଡ଼ିଆରେ ପଦେ ଲେଖିବା ପାଇଁ ମନ ହାଇଁ ପାଇଁ ହୁଏ l ସିନେମା ସହ ସମ୍ପୃକ୍ତ ଲୋକ…

Read More

ପ୍ରସିଦ୍ଧ Jonny Walkerଙ୍କ ଠାରୁ ଆରମ୍ଭ କରି ସବୁରି ପ୍ରିୟ ଜୟୀ ଭାଇଙ୍କ ପର୍ଯ୍ୟନ୍ତ ..ହାସ୍ୟରସର ଜୟ ଯାତ୍ରା

ଭୁବନେଶ୍ୱର : (ବିଜୟ ସାହୁ)-ଜନୀୱାକର ଓରଫ ବଦ୍ଦରୁଦ୍ଦିନ ଜାମାଲ ଉଦ୍ଦିନ ଅଭିନୟ ଜୀବନର ଶେଷ ଆଡକୁ ଲେଖିଥିଲେ -“ସେତେବେଳେ ଆମେ ବିଶୁଦ୍ଧ କମେଡି କରୁଥିଲୁ । ଆମେ ଜାଣିଥିଲୁ  ଯେଉଁମାନେ ଫିଲ୍ମ ଦେଖିବାକୁ ଆସୁଥିଲେ ସେମାନେ ସାଙ୍ଗରେ ସ୍ତ୍ରୀ ପିଲାପିଲି ନେଇ ଆସୁଥିଲେ । କାହାଣୀ ହିଁ ଥିଲା ଫିଲ୍ମର ମୁଖ୍ୟ କଥା । କାହାଣୀଟିଏ ଚୟନ କରିବା ପରେ ହିଁ ଆବ୍ରାର ଆଲଭି ଓ ଗୁରୁଦତ୍ତ ଉପଯୁକ୍ତ କଳାକାର ଚୟନ କରୁଥିଲେ । … ମୁଁ…

Read More

ଜୟଦେବ ଭବନରେ ପୁନଃ ପ୍ରଦର୍ଶିତ ହେଲା ପ୍ରଥମ ଫିଚରେଟ୍ ‘ମାମୁ’ ଓ ପ୍ରଥମ ଓଡ଼ିଆ ଟେଲିଫିଲ୍ମ ‘ଉଷା’

ଭୁବନେଶ୍ୱର : ୧୯୮୭ ମସିହାରେ ଦୂରଦର୍ଶନରେ ପ୍ରସାରିତ ପ୍ରଥମ ଓଡ଼ିଆ ଟେଲିଫିଲ୍ମ ‘ଉଷା’ ଆଜି ମଧ୍ୟ ଅନେକ ଦର୍ଶକଙ୍କ ସ୍ମୃତିରେ ରହିଛି। ପ୍ରଖ୍ୟାତ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ନିତାଇ ପାଲିତଙ୍କ କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାରେ ନିର୍ମିତ ନବେ ମିନିଟ ଅବଧିର ‘ଉଷା’ ଯୌତୁକ ନିର୍ଯାତନା ଓ ସମାଜ ସଚେତନତାର ବାର୍ତା ବହନ କରେ। କିମ୍ବଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତି ଏହାର ଗୀତ ଓ ସଂଗୀତ ଦାୟିତ୍ୱରେ ଥିଲେ। ଅଭିନୟ ମଧ୍ୟ କରିଥିଲେ। ‘ଉଷା’ ପୂର୍ବରୁ କଟକ ଦୂରଦର୍ଶନ…

Read More