ଏସିଆ କପ ପାଇଁ ଘୋଷଣା ହେଲା ଭାରତୀୟ ଦଳ; ତିଲକ୍ ଭିତରେ ସଞ୍ଜୁ ବାହାରେ

ଦିଲ୍ଲୀ;ଅଗଷ୍ଚ ୩୦ରେ ଖେଳାଯିବାକୁ ଥିବା ଏସିଆ କପ ପାଇଁ ୧୭ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଯଦି ଦଳ ଉପରେ ନଜର ପକାଇବା ତେବେ ଦଳରୁ ସିନିୟର ବୋଲର ଚହଲଙ୍କ ସମେତ, ଉମରାନ ମଲ୍ଲିକ ଏବଂ ସଂଜୁ ସାମସନଙ୍କୁ ବାଦ୍ ଦିଆଯାଇଛି । ସାମସନଙ୍କୁ ବ୍ୟାକ୍ – ଅପ ୱିକେଟ କିପର ଭାବରେ ଟିମରେ ସ୍ଥାନ ମିଳିଛି । ସେହିପରି କେଏଲ ରାହୁଲ ଓ ଶ୍ରେୟସ ଆୟର ଦଳକୁ ଫେରିବା ପରେ ଟିମ ଇଣ୍ଡିଆର ମିଡିଲ…

Read More

ବଦଳି ପାରେ ଟିମ୍ ଇଣ୍ଡିଆର ଉପଅଧିନାୟକ ପଦ; ବାହାରର ରାସ୍ତା ଦେଖିବେ ପାଣ୍ଡ୍ୟା

ଭୁବନେଶ୍ଵର;୩୦ ଅଗଷ୍ଟରେ ଆରମ୍ଭ ହେବାକୁ ଥିବା ଏସିଆ କପ ପାଇଁ ଆଉ କିଛି ସମୟ ପରେ ଟିମ ଇଣ୍ଡିଆର ୧୭ ଜଣିଆ ଦଳ ଘୋଷଣା କରାଯିବ । ସେହିପରି ଏବେର ପରିସ୍ଥିତିକୁ ଯଦି ଲକ୍ଷ୍ୟ କରାଯାଏ ତେବେ ଭାରତୀୟ ଦଳରେ ପରିବର୍ତ୍ତନର ସମ୍ଭାବନା ସୁନିଶ୍ଚିତ। ଦଳର ଉପଅଧିନାୟକ ପଦରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ୱେଷ୍ଚଇଣ୍ଡିଜରେ ଟି -୨୦ ସିରିଜ ହାରିବା ପରେ ତାଙ୍କର ଏହି ପଦ ବିପଦରେ ପଡିଛି ।ଏହି ପଦ ଏବେ ଆୟରଲ୍ୟାଣ୍ଡ ବିପକ୍ଷ ସିରିଜରେ…

Read More

ଶାସ୍ତ୍ରୀଙ୍କ ମନ୍ତବ୍ୟରେ ସୂର୍ଯ୍ୟ ଓ ଶ୍ରେୟସଙ୍କ ଠାରୁ ଭଲ ଏହି ଖେଳାଳି

ଭୁବନେଶ୍ଵର;ଦିନିକିଆ ବିଶ୍ବକପ୍ ପାଇଁ ଦଳମାନେ ପ୍ରସ୍ତୁତ ହେଉଥିବା ବେଳେ ଟିମ୍ ଇଣ୍ଡିଆ ପାଇଁ ଆହତ ଏକ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଏହାରି ମଧ୍ୟରେ ଭାରତର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ଭାରତୀୟ ଦଳର ୪ ନମ୍ବର ସ୍ଥାନ ପାଇଁ ଶ୍ରେୟସ ଆୟର ଏବଂ ସୂର୍ଯ୍ୟ କୁମାରଙ୍କଠାରୁ ତିଲକ ଭର୍ମା ଏହି ଦୈଡରେ ଆଗରେ ରଖିଛନ୍ତି । ୧୫ ଦିନ ପୂର୍ବରୁ ୨୦୨୩ ବିଶ୍ବକପରେ ତିଲକ ଭର୍ମାଙ୍କୁ ସ୍ଥାନ ଦିଆଯିବା ନେଇ କେହି ଚିନ୍ତା…

Read More

୨୦୨୪ ଟି-୨୦ ବିଶ୍ବକପର ତାରିଖ ହେଲା ଘୋଷଣା

ଭୁବନେଶ୍ବର; ଟି-୨୦ ବିଶ୍ବକପର ନବମ ସଂସ୍କରଣ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ । ତେବେ ଏଥିପାଇଁ ତାରିଖ ଘୋଷଣା କରାଯାଇଛି । ଇଏସପିଏନର ରିପୋର୍ଟ ମୁତାବକ ଏହି ମେଗା ଇଭେଣ୍ଟର ଆରମ୍ଭ ୨୦୨୪ ଏପ୍ରିଲ ୪ରୁ ୩୦ ଭିତରେ କରାଯିବ । ତେବେ ଟି-୨୦ ବିଶ୍ବକପର ପ୍ବର୍ବ ସଂସ୍କରଣ ଅକ୍ଟୋବରରେ ଆୟୋଜିତ କରାଯାଇଥିଲା । ରିପୋର୍ଟ ଅନୁସାରେ ଏହି ସପ୍ତାହରେ ଆଇସିସି ପ୍ୟାନେଲର ଏକ ଟିମ୍ ଆମେରିକା ଗସ୍ତ କରି ସେଠି ପାଞ୍ଚଟି ସ୍ଥାନ ମନୋନୀତ କରିଛିନ୍ତି…

Read More

ବିଶ୍ବକପ୍ କାର୍ଯ୍ୟସୂଚୀରେ ହେବ ପରିବର୍ତ୍ତନ : ପଡିଆରେ ଦର୍ଶକଙ୍କୁ ମାଗଣାରେ ମିଳିବ ଏହି ଜିନିଷ ….

ଅକ୍ଟୋବର ଓ ନଭେମ୍ବର ମାସରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ର କାର୍ଯ୍ୟସୂଚୀରେ ପରିବର୍ତ୍ତନ ନିଶ୍ଟିତ କରାଯିବ ବୋଲି ବିସିସିଆଇ ସଚିବ ଜୟ ଶାହା କରିଛନ୍ତି। ଶାହା କହିଛନ୍ତି ଯେ ଦିନିକିଆ ବିଶ୍ୱକପରେ ସାମିଲ ଥିବା ତିନି ଦେଶର ଆଇସିସି ସଦସ୍ୟ ବିଶ୍ୱକପର କାର୍ଯ୍ୟସୂଚୀରେ ସନ୍ତୁଷ୍ଟ ନାହାନ୍ତି । ଏହି କାରଣରୁ, ଏଥିରେ ପରିବର୍ତ୍ତନ କରାଯିବ | ଜୟ ଶାହାଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ଅହମଦାବାଦରେ 15 ତାରିଖରେ ହେବାକୁ ଥିବା ଭାରତ…

Read More

ଭାରତ – ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପାଇଁ କ’ଣ ରହିବ ସମ୍ଭାବିତ ଚୂଡ଼ାନ୍ତ ଏକାଦଶ ଜାଣନ୍ତୁ …

ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରୁ ତାର ବିଶ୍ବକପ କ୍ୟାମ୍ପେନ ଆଜି ସନ୍ଧ୍ୟା ୭ଟାରେ ଆରମ୍ଭ କରିବାକୁ ଯାଉଛି ।ତେବେ ବର୍ତମାନ ସ୍ତିତିରେ ଭାରତୀୟ ଦଳରେ କିଛି ସିନିୟର ଖେଳାଳିଙ୍କ ଆହତ କାରଣରୁ ଏହି ମ୍ୟାଚରେ ଦଳ କିଛି ନୂଆ ଚେହାରା ସହ ପଡିଆକୁ ଓହ୍ଲାଇବ । ଏହି ଶୃଙ୍ଖଳା ଜରିଆରେ ଦଳ ଚଳିତ ବର୍ଷ ଦିନିକିଆ ବିଶ୍ବକପ ପାଇଁ ତାର ବ୍ୟାକପ ଖେଳାଳି ମାନଙ୍କୁ ବାଛିବ । ସେହିପରି ସୂର୍ଯ୍ୟକୁମାର…

Read More

ସିରିଜ୍ ଜିତିବାରେ ସଫଳ , କିନ୍ତୁ ଆଇସିସି ଟ୍ରଫି ଆଣିବାରେ ବିଫଳ

ଭୁବନେଶ୍ବର; କୁଇନ୍ସ ପାର୍କ ଓଭାଲରେ ଚାଲିଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟ ମ୍ୟାଚ ଗତକାଲି ବର୍ଷା କାରଣରୁ ଡ୍ର ହୋଇଯାଇଛି । ଯାହା ଫଳରେ ଟିମ୍ ଇଣ୍ଡିଆ ଏହି ଶୃଙ୍ଖଳାରେ ୧-୦ ରେ ଆଗରେ ରହି ୱାଲ୍ଡ ଟେଷ୍ଟ ଚାମ୍ପିଅନସିପ ଆରମ୍ଭ ବିଜୟ ସହ କରିଛି । ଗତ ମାସରେ ହୋଇଥିବା ବିଶ୍ବ ଟେଷ୍ଟ ଚମ୍ପିୟାନସିପରେ ଭରତ ଅଷ୍ଟ୍ରେଲିଆ ଠାରୁ ୨୦୯ ରନର ଏକ ବଡ଼ ବ୍ୟବଧାନରେ ପରାସ୍ତ ହୋଇଥିଲା । ତେବେ…

Read More

କେମିତି ଓ କେଉଁଠି ଆରମ୍ଭ ହୋଇଥିଲା ଆସେସ୍ ଜାଣନ୍ତୁ ….

ଭୁବନେଶ୍ବର; ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ଟିକିଆ ଆସେସ୍ ସିରିଜର ଚତୁର୍ଥ ମ୍ୟାଚ ଡ୍ର ହୋଇଯାଇଛି । ଏହା ସହିତ ଅଷ୍ଟ୍ରେଲିଆ ଏହି ଶୃଙ୍ଖଳାକୁ ନିଜ ନାମରେ କରିଛି । କାରଣ ଯଦି ଇଂଲଣ୍ଡ ଶେଷ ମ୍ୟାଚରେ ବିଜୟ ହାସଲ କରେ ତେବେ ସିତିଜ ୨-୨ ରେ ଡ୍ର ରହିବ । ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ପୂର୍ବ ଆସେସରେ ଅଷ୍ଟ୍ରେଲିଆ ୪-୦ ରେ ଇଂଲଣ୍ଡ ଉପରେ ବିଜୟ ହାସଲ କରିଥିଲା । ତେବେ ଅଷ୍ଟ୍ରେଲିଆ…

Read More