ଆମ ସାହିତ୍ୟ ଆମ ସିନେ ଶିଳ୍ପକୁ ଶହେ ବର୍ଷ ଆଗକୁ ନେଇ ପାରିବ

ଭୁବନେଶ୍ୱର : (ଜୟନ୍ତ ସେଠ)-ସିନେମାର ପ୍ରକୃତ ଈଶ୍ୱର ଦର୍ଶକ, ସମୀକ୍ଷକ ନୁହନ୍ତି ।ଦର୍ଶକଙ୍କୁ ଯଦି ସିନେମା ଭଲ ଲାଗିଲା, ତିନିଘଣ୍ଟା ବସେଇ ରଖିଲା, ତାହେଲେ ସିନେମା ସଫଳ। ଆଉ ଚିତ୍ରନାଟ୍ୟରେ ଅମୁକ ଦୁର୍ବଳତା ରହିଛି, ଏଡିଟିଂରେ ସମୁକ ସମସ୍ୟା ଅଛି, ଭିଏଫଏକସ ଭଲ ହେଇନି ଇତ୍ୟାଦି। ଏସବୁ ତର୍ଜମା ଦର୍ଶକ ବାପୁଡ଼ା ପାଇଁ କୌଣସି ଗୁରୁତ୍ୱ ରଖେନା । ଆଜିର ସମୟରେ ଯେତେବେଳେ ଓଡ଼ିଆ ସିନେମା ଦେଖିବାକୁ ଦର୍ଶକ ଆସୁନାହାନ୍ତି, ସେଭଳି ପରିସ୍ଥିତିରେ ନିର୍ଦ୍ଦେଶକ ମାନେ ବହୁତ…

Read More

ବୋଉ-ବୁଟୁ-ଭୂତ ଓଡ଼ିଆ ସିନେମାର ଲମ୍ବା ଭବିଷ୍ୟତକୁ ଟର୍ଚ୍ଚ ପକେଇଛି

ଭୁବନେଶ୍ୱର:(ଜୟନ୍ତ ସେଠ)-ଏସନ ରଜ ହେଉଛି ଓଡ଼ିଆ ସିନେମାର ପର୍ବ । ବଡ଼ କଥା ଏଥର ପ୍ରତିଯୋଗିତା ନୁହେଁ ବରଂ ଦୁଇଟି ଯାକ ସିନେମା ଓଲିଉଡ଼ରେ ସମ୍ଭାବନାର ବିଷଲ୍ୟ କରଣୀ ଆଣିଦେଇଛି । ସମାନ୍ତରାଳ ଭାବେ ଦର୍ଶକଙ୍କୁ ଟାଣିଛି । ବୋଉ ଦେହରେ ଲାଗିଛି ଜେଜେଙ୍କ ଭୂତ । ତା’ ପୁଣି ତାଙ୍କ ଶ୍ରାଦ୍ଧ କର୍ମ ସମୟରେ । ଜେଜେଙ୍କ ଭୂତ ମାଗୁଛି ମଟନ ଆଉ ଓର୍ଲଡ ମଙ୍କ ରମ। ଏମିତି ଅନେକ କୌତୁହଳ ପୂର୍ଣ୍ଣ ଦୃଶ୍ୟ ଦେଖିବାକୁ…

Read More

ଫ୍ୟାନ ମାନେ କେମିତି ଗ୍ରହଣ କରିବେ.. ଏହି ଚିନ୍ତା ଘାରିଥିଲା ଶୀତଲଙ୍କୁ… ହେଲେ ଫିଲ୍ମ ରିଲିଜ୍ ପରେ ..

ଭୁବନେଶ୍ୱର: ଓଲିଉଡ୍ ର ଚୁଲବୁଲି ନାୟିକା ଭାବେ ସେ ଶୀତଲ ପରିଚିତ। ବିଶେଷ କରି ଲଭ ଷ୍ଟୋରୀ ହେଉ କି ରୋମାଣ୍ଟିକ ସ୍କ୍ରିନ୍ ପ୍ଲେ, ସବୁବେଳେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି। ତେଣୁ କୌଣସି ଫିଲ୍ମରେ ଶୀତଲ ଅଛନ୍ତି ମାନେ, ତାଙ୍କ ଫ୍ୟାନ୍ ସିନେମାଟିରେ ଲଭ୍, ରୋମାନ୍ସ ନିହାତି ଥିବ ବୋଲି ନିଶ୍ଚିତ ହୋଇଥାଆନ୍ତି। ଆଉ ଭରପୂର ମଜା ଉଠଆଇ ଥାଆନ୍ତି। ହେଲେ କ୍ୟାରିୟରରେ ପାଖାପାଖି ଏକ ଦଶନ୍ଧି ବିତାଇବାକୁ ଯାଉଥିବା ଶୀତଲ ଏକ ଭିନ୍ନ…

Read More