
ଆଗୁଆ ନିର୍ବାଚନ ନ କରି ପଶ୍ଚାତାପ କରୁଛି ବିଜେଡି , ଶାସକ ବିରୋଧି ଜନମତ ବୃଦ୍ଧି ନେଇ ଚିନ୍ତାରେ ଦଳ
ଭୁବନେଶ୍ୱର: ବିଜେଡି ବିରୋଧରେ ଜନମତ ଅଛି। ମାତ୍ର ତାହାକୁ ବିରୋଧି ମାନେ ଆୟପଧ କରି ବିଜେଡିକୁ କଡା ଟକ୍କର ଦେଇ ପାରୁନାହାନ୍ତି। ଏପରିକି ଜାତୀୟ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ବିଜେଡି ସହ ସମ୍ପର୍କ ଏହା ପାଇଁ ଦାୟୀ ବୋଲି କୁହାଯାଉଛି। କିଛିମାସ ପୂର୍ବରୁ ବିଜେପି ସପକ୍ଷରେ ଏକ ବାତାବରଣ ସୃଷ୍ଟି ହୋଇଥିଲା। ମାତ୍ର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆସି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ। ଏହି ବାର୍ତ୍ତା ତୃଣମୂଳରେ…