
ବିକ୍ରମ ପଣ୍ଡାଙ୍କ ଆସନ ହେବ ପରିବର୍ତ୍ତନ, ଗଞ୍ଜାମ ଏହି ଆସନରୁ ଲଢିପାରନ୍ତି ପାଣ୍ଡିଆନ୍
ଭୁବନେଶ୍ୱର : ଭି.କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ସାରିଛନ୍ତି। ସେ ସମୟରେ ଜିଲ୍ଲା ପାଇଁ ସେବହୁତ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ। ତାଙ୍କର ସବୁ ନିର୍ବାଚନମଣ୍ଡଳୀରେ ପ୍ରଶଂସକ ରହିଛନ୍ତି। ଗଞ୍ଜାମ ଜିଲ୍ଲାର ସବୁ ଅଞ୍ଚଳକୁ ସେ ବୁଲି ଦେଖିଛନ୍ତି। ତେଣୁ ସେ ଗଞ୍ଜାମର ଯେ କୌଣସି ଆସନରୁ ବିଜେଡି ଟିକେଟରୁ ଜିତିଯିବାର ସମ୍ଭାବନା ରହିଛି। ସେ ଆସିବେ କି ନ ଆସିବେ, ତାହା ଭିନ୍ନ କଥା। ମାତ୍ର ଟିକେଟ୍ ଦଳର ହାଇକମାଣ୍ଡ ନବୀନ…