ଇଡି,ସିବିଆଇକୁ ସକ୍ରିୟ କରିବାକୁ ମୋଦି, ଶାହାଙ୍କୁ କହିବୁ ବୋଲି କହିଲେ ଜୟ ନାରାୟଣ

ଭୁବନେଶ୍ୱର : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଣି ରାଜ୍ୟ ସରକାରଙ୍କୁ ଧମକାଇଲେଣି।  ତାଙ୍କ  ନେତୃତ୍ୱରେ ଖୁବଶୀଘ୍ର ଦିଲ୍ଲୀ ଯିବେ ଓଡ଼ିଶାର ୨୨ ଜଣିଆ ବିଜେପି ବିଧାୟକ ଦଳ। କେଉଁ ଦିନ ସେମାନେ ଦିଲ୍ଲୀ ଯିବେ ତାହା  ସ୍ଥିର ହୋଇ ନାହିଁ। ମାତ୍ର ମାସକ ମଧ୍ୟରେ ଏହି ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିବା ପାଇଁ ନିଷ୍ପତ୍ତି ହେଉଥିବା ସୂଚନା ମିଳିଛି। ଏହି ଗସ୍ତରେ ବିଜେପି ପ୍ରତିନିଧି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ…

Read More

ଚକମା ଦେଇପାରେ ବିଜେପି ପ୍ରଭାବିତ ନିର୍ବାଚନ କମିସନ, ଏଭଳି ପରିସ୍ଥିତିରେ ଲଢିବାକୁ ପ୍ରସ୍ତୁତି ଆରମ୍ଭ କରୁଛି ବିଜେଡି

ଭୁବନେଶ୍ୱର :   ନିକଟରେ ପାଞ୍ଚଟି ରାଜ୍ୟର ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି। ତନ୍ମଧ୍ୟରୁ ଚାରୋଟି ରାଜ୍ୟରେ ଗୋଟିଏ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଉଛି। ବହୁଳ ଭାବେ ନକ୍ସଲ ପ୍ରଭାବିତ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ଓଡ଼ିଶାରେ ଦୀର୍ଘବର୍ଷ ଧରି ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇନାହିଁ। ଏମିତି ବି ନକ୍ସଲ ମୁକାବିଲାରେ ରାଜ୍ୟ ଆଗୁଆ ବୋଲି କେନ୍ଦ୍ର ସରକାର ଏବଂ ଖୋଦ୍ ଗୃହ ମନ୍ତ୍ରୀ ସାର୍ଟିଫିକେଟ ଦେଇ ଯାଇଛନ୍ତି। ତେଣୁ ଓଡ଼ିଶାରେ ଗୋଟିଏ ପର୍ଯ୍ୟାୟରେ…

Read More

ଓଡ଼ିଶାରେ ଏନଏଚଏଆଇ ପ୍ରକଳ୍ପ ପ୍ରସଙ୍ଗରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି ।ଶ୍ରୀ ପ୍ରଧାନ ଏହି ବୈଠକ ପରେ ଟ୍ୱିଟ୍ କରି କହିଛନ୍ତି ଯେ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ସହ ଏନଏଚ୍ -୫୫ ଅନ୍ତର୍ଗତ ଦୁଇଟି ପ୍ୟାକେଜରେ ନିର୍ମାଣାଧୀନ କଟକ – ଅନୁଗୋଳ ରାଜପଥର ଅଗ୍ରଗତି, ଅନୁଗୋଳ-…

Read More

ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,  ୨ ଲକ୍ଷ ମିଶନ ଶକ୍ତି ମା’ ଓ ତୃଣମୂଳ ଷ୍ଟାଫ୍ ପାଇବେ ସ୍କୁଟର ଋଣ

ଭୁବନେଶ୍ୱର :   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି। ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍  ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସ୍ୱୟଂସହାୟକ ଗୋଷ୍ଠୀର ମା’ ମାନଙ୍କୁ କହିଲେ ଯେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଜି ଦିନଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇ ରହିବ। ମା’ମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ଆଜି ଆମେ ଆଉ ଏକ ପାଦ ଆଗକୁ ଆସିଲୁ। ମିଶନ ଶକ୍ତି ମା’ ମାନଙ୍କୁ ସ୍କୁଟର କିଣିବା…

Read More

  ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ,  ସାରା ରାଜ୍ୟରେ ଖର୍ଚ୍ଚ ହେବ ୩୩୯୭ କୋଟି ଟଙ୍କା

ଭୁବନେଶ୍ୱର : ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଦିନରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ସାରା ରାଜ୍ୟରେ ଆମ ଓଡିଶା ନବୀନ…

Read More

ଅକ୍ଟୋବର ୧୨ ରୁ ଦକ୍ଷିଣାଞ୍ଚଳର ୬ଟି ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍‌

      ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ନିକଟରେ ଲକ୍ଷ୍ମୀ ଯୋଜନାର ବସ୍‌ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ନିଃସ୍ୱାର୍ଥପର ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି ।  ଏହି ଆଲୋଚନାରେ ବସ୍‌ ଡ୍ରାଇଭର, କଣ୍ଡକ୍ଟର ଓ ମ୍ୟାନେଜର ମାନଙ୍କୁ ମିଶାଇ ୬୫୦ ଜଣ କର୍ମଚାରୀ ଯୋଗ ଦେଇଥିଲେ ।         ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳର ୬ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାରେ ବସ୍‌ ଚଳାଚଳ ଆରମ୍ଭ କରିବ ।  ଏହି…

Read More

କାହିଁକି ବଦଳି ହେଲେ ଆଇଏଏସ୍ ଅଧିକାରୀ ବି ପରମେଶ୍ୱରନ୍, କାହାକୁ ଦେଉଥିଲେ ଫାଇଦା ଜାଣନ୍ତୁ…..

ଭୁବନେଶ୍ୱର : ଦୁଇଦିନ ତଳେ ରାଜ୍ୟ ଆଇଏଏସ୍ ପ୍ରଶାସନରେ କାର୍ଯ୍ୟରତ କେତେଜ ଣ ହାତଗଣତି ଅଫିସରଙ୍କ ବଦଳି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଆଇଏଏସ୍ ଅଧିକାରୀ ବି ପରମେଶ୍ୱରଙ୍କ ନାଁ ମଧ୍ୟ ରହିଥିଲା। ସେ ଗୁରୁତ୍ୱପୂର୍ଣ୍ଣ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ। କେନ୍ଦ୍ର ଏବଂ ରାଜ୍ୟ ଦ୍ୱାରା ପରିଚାଳିତ ଜଳ ଜୀବନ ମିଶନ କାର୍ଯ୍ୟକ୍ରମ ତଦାରଖ କରୁଥିଲେ। ହେଲେ ହଠାତ ତାଙ୍କୁ କଟକ ସ୍ଥିତ ଚକବନ୍ଦୀରେ ନିଯୁକ୍ତି ଦିଆଗଲା।…

Read More

ସୌମ୍ୟଙ୍କ ପଛରେ ବଜ୍ର ପରି ଛିଡ଼ା ହେବେ ମୋଦି ,ଶାହା ଏବଂ ଅଦାନୀ , ସାହାଯ୍ୟ ପାଇଁ ଆଗେଇ ଆସିବେ ଏକାଧିକ କେନ୍ଦ୍ରୀୟ ସଂସ୍ଥା

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହୋଇଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ପାରନ୍ତି। ଏନେଇ ଦୀର୍ଘଦିନ ଧରି କଳ୍ପନାଜଳ୍ପନା ଲାଗି ରହିଥିଲା। ମାତ୍ର ଜାତୀୟ ସ୍ତରରେ ନିର୍ବାଚନୀ ରାଜନୀତି ଉପରେ ତୀକ୍ଷ୍ମ ନଜର ରଖୁଥିବା ନିଉଜ୍ ଏରେନା ଇଣ୍ଡିଆ ଏକ ଟୁଇର ପୋଷ୍ଟ ଜରିଆରେ ଏହାକୁ ପୋଷ୍ଟ କରିଛି। ଯାହା ପରେ ଏହି ଚର୍ଚ୍ଚା ଜୋର ଧରିଛି। ବିଜେଡ଼ିରୁ ବହିଷ୍କୃତ ହେବା ପରେ ଶ୍ରୀ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତ…

Read More

ପଛୁଆବର୍ଗଙ୍କ ଅବସ୍ଥା ଖରାପ, ଘରକୁ ଘରକୁ ବୁଲି ସର୍ଭେ କରିନାହାନ୍ତି ସରକାରୀ କର୍ମଚାରୀ

ଭୁବନେଶ୍ୱର- ପାଇକ ବୀରଙ୍କ ମାଟି ଓଡ଼ିଶା। ଇଂରେଜ ହୁଅନ୍ତୁ ଅନ୍ୟ କୌଣସି ବାହ୍ୟ ଶତ୍ରୁ। ସେମାନଙ୍କୁ ମୁକାବିଲା କରିବା ପାଇଁ ଆଗେଇ ଆସିଥାନ୍ତି ପାଇକ। ପାଇକ କହିଲେ ଚଷା, ଖଣ୍ଡାୟତ, ବିଭିନ୍ନ କୌଳିକ ବୃତ୍ତିଧାରୀ ମେହନତୀ ମଣିଷ, ଦଳିତ ଓ ଆଦିବାସୀ। ଏ ଜଙ୍ଗଲ ପାଇକର, ଜମି ସେମାନଙ୍କର। ମାଟି ତଳେ ଥିବା ରତ୍ନ ଭଣ୍ଡାର ସେମାନଙ୍କର। ହେଲେ ସେମାନଙ୍କ ଅବସ୍ଥା ଶୋଚନୀୟ। ଏକଥା ଆମେ କହୁନାହୁଁ, ବିଭିନ୍ନ ଗଣମାଧ୍ୟମ ପ୍ରକାଶ ପାଇଥିବା ରିପୋର୍ଟରେ ଏହା ଉଲ୍ଲେଖ…

Read More

ସମ୍ବାଦ କାର୍ଯ୍ୟକ୍ରମରୁ ସୌମ୍ୟ ଉଭାନ,ହେଲେ କାହିଁକି ସେ ଏପରି କଲେ…

ଭୁବନେଶ୍ୱର-  ସମ୍ବାଦର କାର୍ଯ୍ୟକ୍ରମ ହେବ। ହେଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହିବେ ନାହିଁ। ଏକଥା ସାଧାରଣ ସମ୍ବାଦ ପ୍ରେମୀ ଏବଂ ପଟ୍ଟନାୟକ ପରିବାର ଶୁଭେଚ୍ଛୁ କଳ୍ପନା କରି ନ ପାରନ୍ତି। ମାତ୍ର ସେପରି ଏକ ଘଟଣା ଘଟିଯାଇଛି। ସମ୍ବାଦର ଚାଳିଶ ତମ ସ୍ୱନକ୍ଷତ୍ର ଅବସରରେ ଏହାର ପ୍ରତିଷ୍ଠାତା ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହି ନ ଥିଲେ। ଦୁଇ ଦିନ ପୂର୍ବରୁ ସମ୍ବାଦର ନୂଆ ସମ୍ପାଦିକା ଭାବେ ତାଙ୍କ କନ୍ୟା ତନୟା ପଟ୍ଟନାୟକ ଦାୟିତ୍ୱ…

Read More